ଜାଣନ୍ତୁ ଏହି ବର୍ଷର ମଳମାସ କେବେ ଆରମ୍ଭ ହେଉଛି ?
ହିନ୍ଦୁ ଧର୍ମରେ ମଳମାସକୁ ଅଶୁଭ ମାସ ବୋଲି କୁହାଯାଏ । ଏହି ସମୟରେ କୌଣସି ଶୁଭ ଓ ମାଙ୍ଗଳିକ କାର୍ଯ୍ୟ କରାଯାଏ ନାହିଁ । ଯେପରି ବିବାହ, ଘର ପ୍ରତିଷ୍ଠା ଓ ଅନ୍ୟାନ୍ୟ ପୂଜା ଭଳି ଅନେକ କାର୍ଯ୍ୟ କରିବା ପାଇଁ ମନା କରାଯାଏ ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେତେବେଳେ ସୂର୍ଯ୍ୟ ଭଗବାନ ଧନୁ…