Browsing Tag

malbahi train derails

ଯାଜପୁର କୋରେଇ ଷ୍ଟେସନରେ ଭୟଙ୍କର ଦୁର୍ଘଟଣା, ଯାତ୍ରୀ ବିଶ୍ରାମାଗାର ଭିତରକୁ ମାଡ଼ିଗଲା ମାଲବାହୀ ଟ୍ରେନ୍

ଯାଜପୁର ରୋଡ୍(କେନ୍ୟୁଜ୍):ବଡ଼ ଧରଣର ଦୁର୍ଘଟଣା। ମାଡ଼ିଗଲା ମାଲବାହୀ ଟ୍ରେନ୍‌। ୨ ମୃତ, ଏକାଧିକ ଆହତ। ଯାଜପୁରରୋଡ଼ କୋରେଇ ଷ୍ଟେସନରେ ଲାଇନଚ୍ୟୁତ ହୋଇଛି ମାଲବାହୀ ଟ୍ରେନ୍‌ । ଭଦ୍ରକରୁ କଟକ ଯିବାବେଳେ କୋରେଇ ଷ୍ଟେସନରେ ଲାଇନ୍‌ଚ୍ୟୁତ ହୋଇଛି ଟ୍ରେନ୍‌। ୧୨ଟି ୱାଗନ ଟ୍ରାକରୁ ବାହାରି…

ସିମେଣ୍ଟ ବୋଝେଇ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ: ୨ଟି ଟ୍ରେନ୍ ବାତିଲ ଓ ତିନୋଟିର ରୁଟ୍ ପରିବର୍ତ୍ତନ

ସମ୍ବଲପୁର(କେନ୍ୟୁଜ୍): ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ। ପୂର୍ବ ତଟ ରେଳ ଡିଭିଜନ ଅନ୍ତର୍ଗତ ସମ୍ବଲପୁର ସର୍ଲା ୟାର୍ଡ ନିକଟରେ ଗତକାଲି ରାତି ପ୍ରାୟ ୧୨ ଟା ସମୟରେ ଏକ ସିମେଣ୍ଟ ବୋଝେଇ ମାଲବାହୀ ଟ୍ରେନ୍ କୌଣସି କାରଣ ବଶତଃ ଲାଇନଚ୍ୟୁତ ହୋଇଥିଲା । ତେବେ ତୁରନ୍ତ ରେଳ କର୍ମଚାରୀ ଘଟଣାସ୍ଥଳରେ…

ଅନୁଗୁଳ-ତାଳଚେର ରୋଡ଼ରେ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ୧୨ଟି ଟ୍ରେନ୍‌ ବାତିଲ୍

ଅନୁଗୁଳ(କେନ୍ଯୁଜ୍): ମାଲବାହୀ ଟ୍ରେନ୍‌ ଲାଇଚ୍ୟୁତ। ବଗି ଉପରେ ଚଢିଗଲା ବଗି। ଅଳ୍ପକେ ବର୍ତ୍ତିଲେ ଲୋକ ପାଇଲଟ। ଅନୁଗୁଳ-ତାଳଚେର ରୋଡ଼ରେ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ। ବଅଁରପାଳ ବ୍ଲକ୍‌ ଭୋଗବେରେଣୀରେ ପୋଲ ଧସିବାରୁ ଏହି ଅଘଟଣ ଘଟିଛି। ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ଯୋଗୁ ୧୨…

କୋରାପୁଟ ଜର୍ଟି ଷ୍ଟେସନରେ ଅଘଟଣ: ଲୁହାପଥର ବୋଝେଇ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ, ଟ୍ରାକରୁ ଖସିଲା ୧୩ଟି ବଗି

କୋରାପୁଟ: ଟ୍ରାକରୁ ଖସିଲା ଟ୍ରେନ୍‌। ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ। ଲୁହାପଥର ବୋଝେଇ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି। ଟ୍ରାକରୁ ୧୩ଟି ବଗି ଖସିଯାଇଥିବା ସୂଚନା ମିଳିଛି। କୋରାପୁଟ ଜର୍ଟି ଷ୍ଟେସନରେ ଭୋର ୪ଟା ୩୦ରେ ଏହି ଅଘଟଣ ଘଟିଛି। ଟ୍ରେନ୍‌ଟି କିରଣ୍ଡୁଲରୁ ବିଶାଖାପାଟଣା…