ଅନୁଗୁଳ-ତାଳଚେର ରୋଡ଼ରେ ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ, ୧୨ଟି ଟ୍ରେନ୍ ବାତିଲ୍
ଅନୁଗୁଳ-ଭୁବନେଶ୍ୱର ମଧ୍ୟରେ ଚାଲିବାକୁ ଥିବା ସମସ୍ତ ଟ୍ରେନ୍ ବାତିଲ
ଅନୁଗୁଳ(କେନ୍ଯୁଜ୍): ମାଲବାହୀ ଟ୍ରେନ୍ ଲାଇଚ୍ୟୁତ। ବଗି ଉପରେ ଚଢିଗଲା ବଗି। ଅଳ୍ପକେ ବର୍ତ୍ତିଲେ ଲୋକ ପାଇଲଟ। ଅନୁଗୁଳ-ତାଳଚେର ରୋଡ଼ରେ ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ। ବଅଁରପାଳ ବ୍ଲକ୍ ଭୋଗବେରେଣୀରେ ପୋଲ ଧସିବାରୁ ଏହି ଅଘଟଣ ଘଟିଛି।
ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ଯୋଗୁ ୧୨ ଟ୍ରେନ୍ ବାତିଲ ହୋଇଛି। ଅନୁଗୁଳ-ଭୁବନେଶ୍ୱର ମଧ୍ୟରେ ଚାଲିବାକୁ ଥିବା ସମସ୍ତ ଟ୍ରେନ୍ ବାତିଲ କରାଯାଇଛି।