ପାରିବାରିକ କଳହକୁ ନେଇ ଜ୍ବାଇଁକୁ କଲେ ଟାର୍ଗେଟ, ରାତି ସାରା ଗାଁ ଦାଣ୍ଡରେ ବାନ୍ଧି ରଖିଲେ
ମୋହନା: ପୁଣି ଗାଁ ଦାଣ୍ଡରେ ବସିଲା କଙ୍ଗାରୁ କୋର୍ଟ । ମାନବିକତା ଭୁଲିଗଲେ ଗାଁ ଲୋକେ । ଏକୁଟିଆ ପାଇ ଜଣେ ଯୁବକଙ୍କୁ ମାଡ଼ି ବସିଲେ ଗାଁ ଲୋକେ । ତା ପରେ ଯିଏ ଯେମିତି ପାରିଲା ଯୁବକଙ୍କୁ ମାରି ଚାଲିଲା । ଖାଲି ଯେ ମାଡ଼ ମାରିଲେ ତା ନୁହେଁ, ଯୁବକଙ୍କୁ ରାତି ସାରା ବାନ୍ଧି ରଖିଲେ । ପାରିବାରିକ…