Below header
Browsing Tag

man burnt to death

ପୋଲିସ୍‌ ଗୁରୁତ୍ୱ ନଦେବାରୁ ପେଟ୍ରୋଲ୍‌ ଢାଳି ଆତ୍ମାହୁତି ଉଦ୍ୟମ ଘଟଣା, ଡାକ୍ତରଖାନାରେ ଆଖି ବୁଜିଲେ ଜଳିଥିବା ବ୍ୟକ୍ତି

କଟକ (କେନ୍ୟୁଜ) : କଟକ ଜିଲ୍ଲା କିଶନନଗର ଥାନା ଆଗରେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିବା ଗୁଣନିଧୀ ବିଶୋଇଙ୍କ ମୃତ୍ୟୁ ଘଟିଛି । ଗତକାଲି ସେ ଥାନା ଆଗରେ ପୋଲିସ୍‌ର ସାହାଯ୍ୟ ନକରିବାକୁ ବିରୋଧ କରି ପେଟ୍ରୋଲ୍‌ ଢାଳି ଦେହରେ ନିଆଁ ଲଗାଇ ଦେଇଥିଲେ । ଗତକାଲି ଯେଉଁଭଳି ଭାବେ ଜଣେ…

ଗଛରେ ପିଟି ହେଲା ଚଳନ୍ତା ବାଇକ୍‌, ଗାଡି ସହ ଜଳିଗଲେ ଯୁବକ

ଭଞ୍ଜନଗର(କେନ୍ୟୁଜ୍‌): ବାଇକ୍‌ ସହ , ଜଳିଗଲେ ଯୁବକ । ରାସ୍ତାକଡ଼ ଗଛରେ ଚଳନ୍ତା ବାଇକ୍‌ ପିଟି ହେବା ପରେ ବାଇକ୍‌ ରେ ନିଆଁ ଲାଗିଯାଇଥିଲା । ଘଟଣା ସ୍ଥଳରେ ଯୁବକ ଜଣକ , ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ସାଥିରେ ଥିବା ଜଣେ ସହଯୋଗୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲା…

କ୍ଷେତରେ ‘ନଡ଼ା’ ପୋଡ଼ିବାକୁ ଯାଇ ଜିଅନ୍ତା ଜଳିଗଲେ ଚାଷୀ

ସିନାପାଲି (କେନ୍ୟୁଜ୍) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସଦର ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଜଣେ ଚାଷୀ ବିଲକୁ ନଡ଼ା ପୋଡିବାକୁ ଯାଇ ସମ୍ପୂର୍ଣ  ଜଳିଯାଇଛନ୍ତି ।  ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୋଲିସ ସୂନାନୁଯାୟୀ, ନୂଆପଡ଼ା ଜିଲ୍ଲା ସିନାପାଲି…