Browsing Tag

man commits suicide

ପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ, ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର ଟାଉନ୍(କେନ୍ଯୁଜ୍): ପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ତଥା ମଙ୍ଗଳପୁର ଥାନା ବିରୁହଁ ଗ୍ରାମପଞ୍ଚାୟତର ଗଙ୍ଗାଧରପୁର ଗ୍ରାମର ବଳରାମ ଜେନାଙ୍କ ଝୁଲନ୍ତା ଶବକୁ ପରିବାର ଲୋକେ ଉଦ୍ଧାର କରିଛନ୍ତି। ବଳରାମ ଗତ କିଛି ହେଲା ହାଇଦ୍ରାବାଦ…

କେଇ ଘଣ୍ଟା ପରେ ବେଦିରେ ହୋମ ନିଆଁକୁ ସାକ୍ଷୀ ରଖି କରିଥାନ୍ତେ ବିବାହ, ବଦଳରେ ଜଳିଲା ଜୁଇ

ବାଲିଅନ୍ତା: ମାତ୍ର କେଇ ଘଣ୍ଟା ପରେ ବରବେଶ ସାଜି ଗତକାଲି କନ୍ୟା ଘର ଅଭିମୁଖେ ବାହାରିଥାନ୍ତେ ଅକ୍ଷୟ। କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା । ବରବେଶ ବଦଳରେ ତାଙ୍କ ଦେହରେ ବିଛାଇ ଦିଆଗଲା ଅଭିର ଏବଂ ପିନ୍ଧାଇ ଦିଆଗଲା ନୂଆ ଧଳା ଧୋତି।  ୬ ଖଣ୍ଡ ବାଉଁଶରେ ତିଆରି କୋକେଇରେ ତାଙ୍କୁ ଶୁଆଇ…

ବାଙ୍କୀ : ଆତ୍ମହତ୍ଯାର ସ୍ଥଳୀ ପାଲଟିଛି ମହାନଦୀ, ପୁଣି ନଦୀକୁ ଡେଇଁଲେ ଯୁବକ

ବାଙ୍କୀ(କେନ୍ଯୁଜ୍): ବାଙ୍କୀ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ଜାତମୁଣ୍ଡିଆ ହାଇଲେଦଲ ବ୍ରିଜ ଉପରୁ ମହାନଦୀକୁ ଡେଇଁଲେ ଜଣେ ଯୁବକ। ଏଭଳି ଅଭାବନୀୟ ଘଟଣା ଗତକାଲି ମଧ୍ଯରାତ୍ରୀରେ ଘଟିଯାଇଛି। ସୂଚନା ମୁତବାକ ଯୁବକ ଜଣକ ନିଜ ବାଇକରେ ଆସି ବ୍ରିଜରେ ବାଇକ୍ କୁ ରଖି ମହାନଦୀକୁ ଡେଇଁ ଆତ୍ମହତ୍ଯା…