Browsing Tag

man killed his wife

ଝଗଡ଼ାରୁ ମୁକ୍ତି ପାଇବାକୁ ଶାଶୁ ଓ ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ଜ୍ୱାଇଁ, ନିଜେ ଫୋନ୍‌ କରି ଡାକିଲା ପୋଲିସ

ଶାଶୁ ଓ ସ୍ତ୍ରୀର ଜୀବନ ନେଲା ଜ୍ୱାଇଁ। ଘରୋଇ କଳି ଯୋଗୁ ବିରକ୍ତ ହୋଇ ଏଭଳି ପଦକ୍ଷେପ ନେଇଥିବା ନେଇ କହିଛି ଜ୍ୱାଇଁ। ସବୁବେଳେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ କଳିକଜିଆ ଲାଗି ରହୁଥିଲା। ଶାଶୁଙ୍କ ଯୋଗୁ ଘରେ ପାଟି ତୁଣ୍ଡ ହେଉଥିବା ନେଇ ସେ ସନ୍ଦେହ କରୁଥିଲା। ବାରମ୍ବାର ଘରେ…