Browsing Tag

mayurbhanja

ଶୁଣିଲାନି ପ୍ରଶାସନ, ପିଇବା ପାଣି ପାଇଁ ଗରା-ବାଲଟି ଧରି ରାସ୍ତାରୋକ କଲେ ଗ୍ରାମବାସୀ

ମୟୂରଭଞ୍ଜ (କେନ୍ୟୁଜ): ଶୁଣିଲାନି ପ୍ରଶାସନ, ରାସ୍ତା ଉପରେ ଧାରଣା । ପିଇବା ପାଣି ପାଇଁ ଗରା-ବାଲଟି ଧରି ରାସ୍ତାରୋକ କଲେ ଗ୍ରାମବାସୀ । ବାରିପଦା-ଉଦଳା ରାଜ୍ୟ ରାଜପଥ ପୋଡାଅସ୍ତିଆ ଠାରେ ଧାରଣା ଦେଇଛନ୍ତି । ଗାଁରେ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି । କିନ୍ତୁ ପିଇବା ପାଣି…

ବିକଳ ଦୃଶ୍ୟ : ଅନୁଦାନ ଅଭାବରୁ ପରୀକ୍ଷା ଦେବାକୁ ୬କିମି ଚାଲିଲେ ୯୦ ଛାତ୍ରୀ

ମୟୂରଭଞ୍ଜ (କେନ୍ୟୁଜ): ପରୀକ୍ଷା ଦେବାକୁ ଚାଲିଲେ ୬ କିମି । ପଞ୍ଚାୟତ ସ୍ତରୀୟ ଗଣିତ ପରୀକ୍ଷା ଦେବାକୁ ୬କିଲୋ ମିଟର ଛାତ୍ରୀମାନଙ୍କୁ ଚଲାଇ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା କଲେ ପ୍ରଧାନ ଶିକ୍ଷୟିତ୍ରୀ । ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଭାଲିଆଡିହା ପଞ୍ଚାୟତ କେଜିବିଭି ସ୍କୁଲ ଓ ଆଦିବାସୀ…

ଥାନାରୁ ବାଇକ ଚୋର ଫେରାରକୁ ନେଇ ତାତିଲେ ଲୋକେ, ଥାନାରେ ଭଙ୍ଗାରୁଜା ଓ ଅଧିକାରୀଙ୍କୁ ମାଡ଼

ଥାନାରୁ ବାଇକ ଚୋର ଫେରାରକୁ ନେଇ ତାତିଲେ ଲୋକେ । ମୟୂରଭଞ୍ଜ ଜିଲ୍ଲା ଘାଘରବେଡ଼ା ଥାନାରେ ଭଙ୍ଗାରୁଜା । ଘାଘରବେଡ଼ା ଥାନା OIC ଓ ASIଙ୍କୁ ମାଡ଼ ମାରିଲେ । ଗତକାଲି ସନ୍ଧ୍ୟାରେ ନରଷଣ୍ଢ ଗାଁରୁ ଜଣେ ଲୋକ ବାଇକ ଚୋରି କରି ପଳାଉଥିବା ବେଳେ ଲୋକମାନେ ଗୋଡ଼ାଇ ଗୋଡ଼ାଇ ତାକୁ ଧରିଥିଲେ । ଥାନାରେ…

କରଞ୍ଜିଆ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀଙ୍କୁ ୫ ବର୍ଷ ଜେଲ

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ବିଶେଶ୍ୱର ଗିରିଙ୍କୁ ୫ ବର୍ଷ ଜେଲ । ଜେଲଦଣ୍ଡ ଶୁଣାଇଲେ ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ଏହାସହ ୩୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି । ଜରିମାନା ଅନାଦେୟ ଅଧିକ ୩ ମାସ କାରାଦଣ୍ଡର ରାୟ…

ଖାଇବା ବଚସାକୁ ନେଇ ହୋଟେଲ କର୍ମଚାରୀଙ୍କୁ ଗୁଳିମାଡ଼, ଘଟଣାସ୍ଥଳରୁ ଚମ୍ପଟ ମାରିଲେ ଦୁର୍ବୃତ୍ତ

ମୟୂରଭଞ୍ଜ (କେନ୍ୟୁଜ): ମୟୂରଭଞ୍ଜ ଜିଲ୍ଲାର ଝାରପୋଖରିଆ ଥାନା ଅନ୍ତର୍ଗତ ଜାମଶୋଳା ଅଞ୍ଚଳରେ ଥିବା ଓଁକାର ହଟେଲ ହୋଟେଲ କର୍ମଚାରୀକୁ ଗୁଳିମାଡ଼। ବିଳମ୍ବିତ ରାତିରେ ଦୁର୍ବୃତ୍ତ ଓ ତାଙ୍କ ଚାରିଜଣ ସାଥି ପୁରୀରୁ ଫେରିବା ସମୟରେ ହୋଟେଲ ମଧ୍ୟରେ ଖାଇବା ପରେ ପେମେଂଟ ଦେବା ସମୟରେ ଦୁର୍ବୃତ୍ତ ଓ…

ପାରମ୍ପରିକ ପର୍ବ କରମା ପୂଜାରେ ଉତ୍ସବ ମୁଖର ହୋଇପଡ଼ିଛି ସାରା ମୟୁରଭଞ୍ଜ ଜିଲ୍ଲା, ମନସ୍କାମନା ପୂର୍ଣ୍ଣ ପାଇଁ ଆସିଛନ୍ତି…

କରମା ପୂଜା ମୟୁରଭଞ୍ଜ ଜିଲ୍ଲାର ଏକ ପ୍ରମୁଖ ପର୍ବ। ଗଣେଶ ପୂଜା ପରେ ଏହି ପୂଜାକୁ ପାଳନ କରାଯାଏ। ଏଥିପାଇଁ ମୟୂରଭଞ୍ଜ ଜିଲ୍ଲା ହୋଇପଡ଼ିଛି ଉତ୍ସବ ମୁଖର। ଧୂମଧାମରେ ପାଳିତ ହୋଇଛି କରମ ପୂଜା। କୁଡୁମି ସମ୍ପ୍ରଦାୟର ଲୋକ କରମା ପୂଜା ମାଧ୍ୟମରେ ନିଜ କଳା ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବାକୁ…

ମୟୂରଭଞ୍ଜ: ଭାରସାମ୍ଯ ହରାଇ ରାସ୍ତା ଉପରେ ଓଲଟିଲା ବସ୍, ୨ ଗୁରୁତର

ମୟୂରଭଞ୍ଜ(କେନ୍ଯୁଜ): ବାରିପଦାରୁ ଭୀମଦା ଅଭିମୁଖେ ଯାଉଥିବା ଭରବତୀ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ଭାରସାମ୍ଯ ହରାଇ ରାସ୍ତା ଉପରେ ଓଲଟି ଯିବା ଫଳରେ ବସ୍ କର୍ମଚାରୀ ଗୁରୁତର ହୋଇଥିବା ଜଣାଯାଇଛି । ମିଳିଥିବା ସୂଚନା ମୁତାବକ, ରବିବାର ସଂଧ୍ୟା ପ୍ରାୟ ୭ ଟା ସମୟରେ ବାରିପଦାରୁ ଭୀମଦା…

ମୟୂରଭଞ୍ଜ: ପତଞ୍ଜଳି ସାମଗ୍ରୀ ଗୋଦାମରେ ନିଆଁ, ଆଖି ପିଛୁଳାକେ ନଷ୍ଟ ହୋଇଗଲା ୬୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି

ମୟୂରଭଞ୍ଜ (କେ ନ୍ଯୁଜ) : ଭୟାବହ ଅଗ୍ନିକାଣ୍ଡ । ଆଖି ପିଛୁଳାକେ ନଷ୍ଟ ହୋଇଗଲା ୬୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି । ମୟୂରଭଞ୍ଜ ଉଦଳା ଥାନା NAC ୩ନମ୍ବର ଓ୍ଵାର୍ଡରେ ଅଗ୍ନିକାଣ୍ଡ । ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଥିଲା । ୩ନମ୍ବର ଓ୍ଵାର୍ଡର ପତଞ୍ଜଳି ସାମଗ୍ରୀ ଗୋଦାମରେ ନିଆଁ…