Browsing Tag

medical student

ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ନୂଆ ଖୁଲାସା, ଚନ୍ଦ୍ରିକାଙ୍କ ଲାପଟପ ଓ ଡାଏରୀ ବଢ଼ାଉଛି ସସପେନ୍ସ

ଉଦଳା : ଚନ୍ଦ୍ରିକାଙ୍କ ଲାପଟପ ଓ ଡାଏରୀ ବଢ଼ାଉଛି ସସପେନ୍ସ । ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଚନ୍ଦ୍ରିକା ଡାଏରୀ ଲେଖୁଥିବା ତାଙ୍କ ମାମୁଁ ଝିଅ ରଶ୍ମିତା ପ୍ରକାଶ କରିଥିଲେ । କିନ୍ତୁ ପୋଲିସ ଘଟଣାସ୍ଥଳରୁ ଯେଉଁ ପକେଟ୍ ଡାଏରୀ ପାଇଥିଲା, ତାହା ସେଇ…

ମେଡିକାଲ କଲେଜରେ ନାଁ ଲେଖା ପରେ ହେଲେ ଅଯୋଗ୍ୟ, ବିଦାକଲା ଭୀମସାର ମେଡିକାଲ କଲେଜ

ସମ୍ବଲପୁର : ନିଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ମେଡିକାଲ କଲେଜରେ ନାଁ ଲେଖା ସରିବା ପରେ ବଦଳିଲା ରାଙ୍କ ।  ଏବେ ମେଡିକାଲ କଲେଜରୁ ବାହାର କରିହେବା ପରେ ନ୍ୟାୟ ଅପେକ୍ଷାରେ ମେଡିକାଲ ଛାତ୍ର ।  ବୁର୍ଲା ଭୀମସାରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ବରଗଡ ଜିଲ୍ଲା ବିଜେପୁର ରଙ୍ଗମାଟିଆର…

ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା, ପୀଡ଼ିତାଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗ ଦୁର୍ଗାପୁର ପୀଡ଼ିତାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ଏଥିସହ ଓଡ଼ିଆ ଡାକ୍ତରୀ ଛାତ୍ରଙ୍କ ମା' ଓ ସେଠାରେ ଉପସ୍ଥିତ ଥିବା ରାଜ୍ୟ ମହିଳା କମିଶନ୍ ଅଧ୍ୟକ୍ଷାଙ୍କ ଶୋଭନା ମହାନ୍ତିଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ…

ଅନୁଗୁଳ: ଡ୍ୟାମରେ ବୁଡ଼ି ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ

ଅନୁଗୁଳ: ସାଙ୍ଗ ମାନଙ୍କ ଆଖି ଆଗରେ ଚାଲିଗଲା ସାଙ୍ଗର ଜୀବନ । ଡ୍ୟାମ୍ ରେ ବୁଡ଼ି ଡାକ୍ତରୀ ଛାତ୍ର ମୃତ । ମୃତକ ଅନୁଗୁଳ ଟାଇଁଶି ଗାଁର ରୁଲୁ ପ୍ରଧାନ । ସେ ହାଇଦ୍ରାବାଦରେ ରହି ଡାକ୍ତରୀ ପଢୁଥିଲେ । ଛୁଟିରେ ଘରକୁ ବୁଲିବାକୁ ଆସିଥିବାବେଳେ ରୁଲୁ ତାଙ୍କ ସାଙ୍ଗମାନଙ୍କ ସହ ଡେରେଜାଙ୍ଗ ଡ୍ୟାମକୁ…

ହଠାତ ଜଳ ପ୍ରପାତରେ ଆସିଲା ପ୍ରଖର ସୁଅ, ବୁଡି ଯାଇ ୨ ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ

ବୁଲାବୁଲି ପ୍ଲାନ କରି ଘରୁ ବାହାରିଥିଲେ ୧୩ ଜଣ ଡାକ୍ତରୀ ଛାତ୍ରଛାତ୍ରୀ । ପାଠ ପଢାରୁ ବିରତି ନେଇ ଝରଣା କୁଳକୁ ଯାଇଥିଲେ । ଝରଣା କୂଳରେ ବସି ଥଟା ମଜା କରୁଥିଲେ । କିନ୍ତୁ ହଠାତ ଝରଣାରେ ପ୍ରଖର ସ୍ରୋତ ଆସିଲା । ସୁଅ ଏତେ ଅଧିକ ଥିଲା ଯେ ଯିଏ ଯୁଆଡେ ପାରିଲେ ଦୌଡ଼ିବାକୁ ଲାଗିଲେ । କିନ୍ତୁ ୫…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ, ବଢ଼ିଲା ନର୍ସିଂ, ଫାର୍ମାସି ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡ

ଭୁବନେଶ୍ବର (କେନ୍ୟୁଜ) : ନର୍ସିଂ, ଫାର୍ମାସି ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡ ବଢ଼ିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ।  ଏହି ଷ୍ଟାଇପେଣ୍ଡ ଅଭିବୃଦ୍ଧି ଛାତ୍ରଛାତ୍ରୀଙ୍କୁ ଲୋକଙ୍କୁ ଉନ୍ନତ ସେବା ଯୋଗାଇବା ପାଇଁ ଉତ୍ସାହିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ…

ଭୀମସାରରେ ଦୁଇ ଛାତ୍ର ଗୋଷ୍ଠୀ ଗଣ୍ଡଗୋଳ ଘଟଣା: ଥାନାରେ ମାମଲା ରୁଜୁ

ସମ୍ବଲପୁର (କେନ୍ୟୁଜ): ବୁର୍ଲା ଭୀମସାର ମେଡିକାଲ କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ଯରେ ଗଣ୍ଡଗୋଳ ଘଟଣାରେ ବୁର୍ଲା ଥାନାରେ ରୁଜୁ ହେଲା ମାମଲା । ବିଳମ୍ବିତ ରାତିରେ ରୁଜୁ ହେଲା ମାମଲା। ଭୀମସାର ଡିନ୍‌ଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି ପୋଲିସ। ଅଜଣା ବ୍ୟକ୍ତିଙ୍କ ନାମରେ ହୋଇଛି ମାମଲା…

ଅସ୍ତ୍ରୋପଚାର ବେଳେ ହିଜାବ ପିନ୍ଧିବାକୁ ଦାବି କଲେ ୭ ମେଡିକାଲ୍‌ ଛାତ୍ରୀ, ଚିଠି ଲେଖି କହିଲେ, ଶୀଘ୍ର ଅନୁମତି ଦିଆଯାଉ…

କେରଳର ଏକ ମେଡିକାଲ୍‌ କଲେଜର ୭ ଛାତ୍ରୀ ହିଜାବ ପିନ୍ଧିବାକୁ ଦାବି କରିଛନ୍ତି। ଏଥିପାଇଁ ସେମାନେ କଲେଜ ପ୍ରିନ୍ସିପାଲ୍‌ଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ସେମାନେ ଉଲ୍ଲେଖ କରିଛନ୍ତି ଯେ ଅସ୍ତ୍ରୋପଚାର ସମୟରେ ହିଜାବ ନିୟମ ପାଳନ କରିବାକୁ ସେମାନଙ୍କୁ ଅନୁମତି ଦିଆଯାଉ। ଥିରୁଅନନ୍ତପୁରମରେ…

ୟୁକ୍ରେନରେ ଫସିରହିଥିବା ଭାରତୀୟ ଛାତ୍ରଙ୍କୁ ମାରପିଟ୍ ! ତୁରନ୍ତ ଉଦ୍ଧାର ପାଇଁ ସରକାରଙ୍କୁ ଅପିଲ୍ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ୟୁକ୍ରେନ ଏବଂ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ଭାରତୀୟ ନାଗରିକଙ୍କ ଉପରେ ଆକ୍ରମଣର ଖବର ସାମ୍ନାକୁ ଆସିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହା ସହ ଜଡିତ ଏକ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ ବିଶେଷ କରି ୟୁକ୍ରେନରେ ଫସିରହିଥିବା…

କରୋନା ସନ୍ଦେହରେ କଟକ ଏସସିବିରେ ଚିକିତ୍ସିତ ଫୁଲବାଣୀ ଡାକ୍ତରୀ ଛାତ୍ରଙ୍କ ରିପୋର୍ଟ ନେଗେଟିଭ୍‌

କେନ୍ଯୁଜ୍: କରୋନା ସନ୍ଦେହରେ କଟକ ଏସସିବିରେ ଚିକିତ୍ସିତ ଫୁଲବାଣୀର ଡାକ୍ତରୀ ଛାତ୍ରଙ୍କ ରିପୋର୍ଟ ନେଗେଟିଭ୍‌ । ପୁଣେ NIVକୁ ତାଙ୍କ ନମୁନା ପଠାଯାଇଥିଲା । ସେ ଚୀନ୍‌ ଉହାନ ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିଲେ । ତାଙ୍କୁ ଭାଇରସ୍‌ ସଂକ୍ରମଣ ସନ୍ଦେହରେ ଏସସିବିରେ ଭର୍ତ୍ତି କରାଯାଇଥିଲା ।…

ଡାକ୍ତରୀ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ଜିଲ୍ଲା ହସପିଟାଲରେ ୩ ମାସ କାମ କରିବା ବାଧ୍ୟତାମୂଳକ, IMC ବୋର୍ଡ ଅଫ୍‌…

ଭୁବନେଶ୍ବର(କେନ୍ୟୁଜ୍):  ଡାକ୍ତରୀ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ଜିଲ୍ଲା ହସପିଟାଲରେ ୩ ମାସ କାମ କରିବା ବାଧ୍ୟତାମୂଳକ । ଭାରତୀୟ ମେଡିକାଲ କାଉନ୍‌ସିଲ୍‌ର ବୋର୍ଡ ଅଫ୍‌ ଗଭର୍ଣ୍ଣର୍ସ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଆସନ୍ତାବର୍ଷରୁ ଏହା କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି ।…

ପିଜି ଡିଗ୍ରୀ ହାସଲ କରିବା ପୂର୍ବରୁ ଜିଲ୍ଲା ହସ୍ପିଟାଲରେ ତିନି ମାସ କାମ କରିବା ମେଡିକାଲ ଷ୍ଟୁଡେଣ୍ଟଙ୍କ ପାଇଁ…

କେନ୍ୟୁଜ୍ : ପିଜି ଡିଗ୍ରୀ ହାସଲ କରିବା ପୂର୍ବରୁ ଜିଲ୍ଲା ହସ୍ପିଟାଲରେ ତିନି ମାସ କାମ କରିବା ମେଡିକାଲ ଷ୍ଟୁଡେଣ୍ଟଙ୍କ ପାଇଁ ବାଧ୍ୟତାମୂଳକ । ମେଡିକାଲ କାଉନ୍‌ସିଲ୍‌ର ବୋର୍ଡ ଅଫ୍‌ ଗଭର୍ଣ୍ଣେସ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଆସନ୍ତାବର୍ଷରୁ ଏହାକୁ କାର୍ଯ୍ୟକାରୀ ହେବ ବୋଲି ସୂଚନା…