Browsing Tag

medical student died

ବଲାଙ୍ଗୀର ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟଣାର ଆସିଲା ନୂଆ ମୋଡ଼; ମିଳିଲା ହ୍ୱାଟ୍ସଆପ୍ ଚାଟ୍, କଲେଜରେ ରାଗିଂ କରୁଥିଲେ…

ବଲାଙ୍ଗୀର (କେନ୍ୟୁଜ): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହଷ୍ଟେଲ ଛାତରୁ ଖସି ମେଡିକାଲ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼ । ଏବେ ମିଳିଛି ମୃତ ଏମବିବିଏସ ଛାତ୍ର ନିଶାନ୍ତଙ୍କ whatsapp ଚାଟିଂ । ଚାଟିଂରେ କଲେଜରେ ର‍୍ୟାଗିଂ ନେଇ ସ୍ପଷ୍ଟ ଲେଖା ହୋଇଛି । ଗତକାଲି ନିଶାଙ୍କଙ୍କ ପରିବାର…

ଫ୍ଲାଏଓଭରରୁ ଖସିଲା କାର, ବିଧାୟକଙ୍କ ପୁଅଙ୍କ ସମେତ ୭ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ

ମୁମ୍ବାଇ: ମହାରାଷ୍ଟ୍ରର ଓ୍ଵର୍ଦ୍ଧା ଜିଲ୍ଲା ମଙ୍ଗଳବାର ସକାଳୁ ମର୍ମନ୍ତୁକ ସଡ଼କ ଦୁର୍ଘଟଣା ଘଟିଛି। ବ୍ରିଜ୍ ଉପରୁ ତଳକୁ କାର ଖସି ପଡିବା ଫଳରେ ଦୁର୍ଘଟଣାରେ ୭ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଏମାନେ ସମସ୍ତ ମେଡିକାଲ ଛାତ୍ର । କାରଟି ବ୍ରିଜରୁ ଖସିପଡିବା ଦ୍ୱାରା ଦୁର୍ଘଟଣାର ଶିକାର ହୋଇଥିଲା ।…