ନୀଳଗିରିରୁ ବାଲେଶ୍ବରକୁ ଗଡ଼ିଲା ମେମୁ ଟ୍ରେନ୍, ପତାକା ଦେଖାଇ ଶୁଭାରମ୍ଭ କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ
ରେଳ ମାନଚିତ୍ରରେ ଯୋଡି ହେଲା ନୀଳଗିରି। ନୀଳଗିରିରୁ ବାଲେଶ୍ବରକୁ ଗଡ଼ିଲା ମେମୁ ଟ୍ରେନ୍ । ପତାକା ଦେଖାଇ ରେଳସେବାର ଶୁଭାରମ୍ଭ କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ନୀଳଗିରିରୁ ରେଳସେବାର ଶୁଭାରମ୍ଭ କରି ନୀଳଗିରିବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହେଲା ବୋଲି କହିଛନ୍ତି ରେଳ ମନ୍ତ୍ରୀ।…