Below header
Browsing Tag

meteorite

ଘର ଭିତରେ ଶୋଇଥିଲେ ମହିଳା, ହଠାତ୍‌ ଛାତ ଫଟେଇ ବେଡ୍‌ ଉପରେ ଖସିପଡ଼ିଲା ଉଲ୍‌କାପିଣ୍ଡ

ଦୁନିଆର ଅନେକ ଦେଶରୁ ଉଲ୍‌କାପିଣ୍ଡ ଖସିବାର ଅନେକ ଖବର ସାମନାକୁ ଆସିଥାଏ। କିନ୍ତୁ ଏପରି ଏକ ଘଟଣା ଘଟିଛି ଯାହାକୁ ଶୁଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ବର୍ତ୍ତମାନ କାନାଡାରୁ ଏକ ଏମିତି ମାମଲା ସାମନାକୁ ଆସିଛି । ଯେଉଁଠି ଜଣେ ମହିଳା ବେଡ୍‌ରେ ଶୋଇଥିବା ବେଳେ ଉଲ୍‌କାପିଣ୍ଡ ଖସି…

ଚମକିଲେ ନବରଙ୍ଗପୁର ଛାତ୍ରୀ ବନିତା, ପ୍ରଥମ ଓଡ଼ିଆ ଭାବେ ଉଲକାପିଣ୍ଡ ଆବିଷ୍କାର କରି ଆନ୍ତର୍ଜାତିକ ସ୍ତରରେ ପାଇଲେ ସଫଳତା

ନବରଙ୍ଗପୁର(କେନ୍ଯୁଜ୍): ପ୍ରତିଭା କେବେ ଲୁଚି ରହିପାରେନା। ଦିନେ ନା ଦିନେ ସୁବାଶିତ ପୁଷ୍ପ ଭଳି ଚାରିଆଡେ ମହକିଥାଏ। ଏଇ ଯେମିତି ନବରଙ୍ଗପୁରର ଛାତ୍ରୀ ବନିତା । ଯିଏ ଆନ୍ତର୍ଜାତିକସ୍ତରରେ ପ୍ରଥମ ଓଡ଼ିଆ ଭାବେ ଉଲକାପିଣ୍ଡ ଆବିଷ୍କାର କରି ସଫଳତାର ମାଇଲଖୁଣ୍ଟ ଛୁଇଁଛନ୍ତି। ନବରଙ୍ଗପୁରର ଝିଅ…