Below header
Browsing Tag

michael jackson

୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିବାକୁ ଚାହୁଁଥିଲେ ମାଇକଲ ଜାକସନ, ନିଜ ସହିତ ରଖିଥିଲେ ୧୨ ଡାକ୍ତରଙ୍କ ଟିମ୍‌, ଅକ୍ସିଜେନ…

ନୂଆଦିଲ୍ଲୀ : ଆଜି ମାଇକେଲ ଜ୍ୟାକ୍‌ସନଙ୍କ ମୃତ୍ୟୁକୁ ୧୩ ବର୍ଷ ହୋଇଗଲାଣି । ହେଲେ ଆଜି ବି ସେ ସମସ୍ତଙ୍କ ହୃଦୟରେ ଜୀବିତ ଅଛନ୍ତି । ତାଙ୍କର ମୃତ୍ୟୁରେ କେବଳ ଆମେରିକା ନୁହେଁ ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଥିଲା । ମାଇକେଲ ଜ୍ୟାକସନଙ୍କ ଅନ୍ତିମ ବିଦାୟର ଲାଇଭ ଷ୍ଟ୍ରିମ କରାଯାଇଥିଲା । ମିଡିଆ…

ଶ୍ରମିକ ଏପରି ନାଚିଲେ ଯେ, ଲୋକମାନେ କହିଲେ ୟେ ମାଇକେଲ ଜାକସନ

ମାଇକେଲ ଜ୍ୟାକସନଙ୍କୁ କିଏ ବା ନଜାଣିଛି । ନିଜର ଡାନ୍ସ ଷ୍ଟାଇଲ ପାଇଁ ସେ ବିଶ୍ୱ ପ୍ରସିଦ୍ଧ । ତାଙ୍କ ମୂନ ୱାକର ତ ସମସ୍ତେ ପାଗଳ , ସେଥିପାଇଁ ଡ୍ୟାନ୍ସଙ୍କୁ ଭଲ ପାଉଥିବା କଳାକାର ମାନେ ମଧ୍ୟ ମୂନ ୱାକ ଶିଖିବା ପାଇଁ ଅଭ୍ୟାସ କରନ୍ତି । ଆଜି ସିନା ମାଇକେଲ ଜାକସନ ନାହାନ୍ତି କିନ୍ତୁ ତାଙ୍କୁ…

କରୋନାକୁ ନେଇ ପୂର୍ବରୁ ହିଁ ଭବିଷ୍ୟବାଣୀ କରିଥିଲେ ଦିବଂଗତ ପପ୍ ଷ୍ଟାର ମାଇକେଲ ଜ୍ୟାକସନ, ପିନ୍ଧୁଥିଲେ ମାସ୍କ

ଲୋକପ୍ରିୟ ଦିବଂଗତ ପପ୍ ଷ୍ଟାର ମାଇକେଲ ଜ୍ୟାକସନ କରୋନା ଭାଇରସକୁ ନେଇ ପୂର୍ବରୁ ହିଁ ଭବିଷ୍ୟବାଣୀ କରିଥିଲେ। ଏନେଇ ସେତେବେଳେ ତାଙ୍କୁ ବିଭିନ୍ନ ଲୋକ ବିଭିନ୍ନ କଥା କହିଥିଲେ ମଧ୍ୟ ମହାମାରୀ ଆଶଙ୍କାରେ ସେ ସବୁବେଳେ ମୁହଁରେ ମାସ୍କ ପିନ୍ଧୁଥିଲେ। ତାଙ୍କ ପୂର୍ବତନ ଅଙ୍ଗରକ୍ଷକ ଏନେଇ ସୂଚନା…

ମାଇକେଲ ଜ୍ୟାକ୍ସନଙ୍କ ଭଳି Moonwalk କରି ଶତ୍ରୁକୁ ପିଟନ୍ତି ଏହି ରେସ୍‌ଲର, ସୋସିଆଲ ମିଡିଆରେ ଜବରଦସ୍ତ ଟ୍ରେଣ୍ଡ…

ମାଇକେଲ ଜ୍ୟାକ୍ସନଙ୍କ ବିଷୟରେ କିଏ ବା ନ ଜାଣିଛି। ଏବେ ଜଣେ ରେସ୍‌ଲର ମାଇକେଲଙ୍କ ଭଳି ଡ୍ୟାନ୍ସ ମୁଭ୍ସ କରି ନିଜ ଶତ୍ରୁକୁ ପିଟୁଛନ୍ତି, ଯାହାର ଭିଡିଓ ସୋସିଆଲ ମିଡିଆରେ ଜବରଦସ୍ତ ଟ୍ରେଣ୍ଡ କରୁଛି। Apparently Michael Jackson isn't dead he's a wrestler in Brazil…

ପାଗଳ ପ୍ରଶଂସକ, ମାଇକେଲ୍ ଜ୍ୟାକସନଙ୍କ ପରି ଦେଖାଯିବାକୁ ୧୧ ଥର ପ୍ଲାଷ୍ଟିକ୍ ସର୍ଜରୀ କରିସାରିଲେଣି ଏହି ଯୁବକ

ପ୍ରସିଦ୍ଧ ପପ୍ ସିଙ୍ଗର୍ ମାଇକେଲ୍ ଜାକସନ୍ । ଯାହାଙ୍କୁ କିଙ୍ଗ୍ ଅଫ୍ ପପ୍ କୁହାଯାଏ । ତେବେ ମାଇକେଲଙ୍କ ମୃତ୍ୟୁକୁ ଯଦିଓ ୯ ବର୍ଷ ହୋଇସାରିଲାଣି ହେଲେ ଆଜି ସାରା ବିଶ୍ବରେ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି ।  ମାଇକେଲଙ୍କ ପରି ଗୀତ ବୋଲିବା ସହ ଡ୍ୟାନ୍ସ କରିବାକୁ ଚାହାଁନ୍ତି ତାଙ୍କ ପ୍ରଶଂସକ…