Browsing Tag

milk price

ଦୀପାବଳି ପୂର୍ବରୁ ମହଙ୍ଗା ମାଡ଼, ଅମୁଲ କମ୍ପାନି ବଢ଼ାଇଲା କ୍ଷୀର ଦର

ଅମୁଲ ପୁଣି କ୍ଷୀର ଦର ବୃଦ୍ଧି କରିଛି। ଦିଲ୍ଲୀରେ ଏହାର ଦର ଲିଟର ପିଛା ୨ ଟଙ୍କା ବଢ଼େଇଛି। ଫୁଲ କ୍ରିମ ମିଲ୍‌କ ୬୧ ଟଙ୍କା ଜାଗାରେ ୬୩ ଟଙ୍କା ହୋଇଯାଇଛି। ନୂଆ ଦର ୧୫ ଅକ୍ଟୋବର ମାନେ ଆଜି ଶନିବାର ଠାରୁ ଲାଗୁ ହେବାକୁ ଯାଉଛି। ଏହା ପୂର୍ବରୁ ଦର ୧୭ ଅଗଷ୍ଟରେ ୨ ଟଙ୍କା ପ୍ରତି ଲିଟର ବୃଦ୍ଧି…

କ୍ଷୀର ଦରବୃଦ୍ଧି ଯୋଗୁଁ ମିଠା ବଜାର ଉପରେ ପ୍ରଭାବ: ବଢିଲା ରସଗୋଲା, ଛେନାପୋଡ ଦାମ୍‌

ଓଡ଼ିଶାର ‘ରସଗୋଲା’ ହବ୍ କୁହାଯାଉଥିବା ପାହାଳ ବଜାରରେ ମିଠାର ଦର ବୃଦ୍ଧି ହୋଇଛି। କ୍ରମାଗତ ଭାବେ ସବୁ ଖାଉଟି ସାମଗ୍ରୀର ଦରଦାମ୍ ବଢ଼ୁଥିବା ବେଳେ ପାହାଳ ମିଠା ଏଥିରୁ ବର୍ତ୍ତିପାରିନି। କ୍ଷୀର ଦରବୃଦ୍ଧି ଯୋଗୁଁ ଛେନା ଦରରେ ବୃଦ୍ଧି ଘଟିଛି ଓ ଏହାର ପ୍ରତ୍ୟକ୍ଷ ପ୍ରଭାବ ମିଠା ବଜାର ଉପରେ…

ଯଦି ଆପଣ ବି ବ୍ୟାଙ୍କର ଗ୍ରାହକ ତେବେ ଜାଣିନିଅନ୍ତୁ ଏହି ନିୟମ, ମାର୍ଚ୍ଚ ମାସରେ ବଦଳିଛି ଏହିସବୁ ନିୟମ

ନୂଆବର୍ଷର ଆରମ୍ଭରୁ ହିଁ ଦେଶବାସୀଙ୍କୁ ମହଙ୍ଗା ମାଡ଼ ହେବାରେ ଲାଗିଛି। ଏହାସହିତ ପ୍ରତିମାସ ଆରମ୍ଭରୁ ମୌଳିକ ତଥା ଦରକାରୀ ଜିନିଷ ଉପରେ ଦର ବୃଦ୍ଧି ହେବାରେ ଲାଗିଛି। ଏବେ ମାର୍ଚ୍ଚ ମାସ ଆରମ୍ଭ ହେଲାଣି। ବର୍ଷ ଆରମ୍ଭରୁ ମହାମାରୀ ମଧ୍ୟରେ ପୂଜାପର୍ବ ପାଳନ ହେଉଛି ସତ; କିନ୍ତୁ ଏହାରି ମଧ୍ୟରେ…

ପିଆଜ ପରେ ଏବେ କ୍ଷୀରର ପାଳି, ମହଙ୍ଗା ମାଡରେ ଘାଇଲା ହେବେ ସାଧାରଣ ଖାଉଟି

କେନ୍ୟୁଜ୍(ବ୍ୟୁରୋ): ପିଆଜ ପରେ ଏବେ ଆଖିଲେ ଲୁହ ଦେବ କ୍ଷୀର ।  ବଜାରରେ ଏବେ ଏବେ ପିଆଜର ମହଙ୍ଗାମାଡର ନିସ୍ତାର  ପାଇନଥିବା ସାଧାରଣ ଖାଉଟିଙ୍କ ଉପରେ ଦାଉ ସାଧିବାକୁ  ଯାଉଛି କ୍ଷୀର। ଦେଶର ସବୁଠାରୁ ବଡ଼ ଏବଂ ଜଣାଶୁଣା କମ୍ପାନୀ ଅମୂଲ (Amul) କ୍ଷୀରର ଦର ବଢ଼ାଇବା ପାଇଁ ନିଷ୍ପତି ନେଇଛି।…