Below header
Browsing Tag

Milkha Singh

ମିଲଖା ସିଂଙ୍କୁ ନିଜ ସ୍ବର୍ଣ୍ଣ ପଦକ ଉତ୍ସର୍ଗୀକୃତ କଲେ ନୀରଜ ଚୋପ୍ରା, କହିଲେ ଏମିତି କିଛି

ସ୍ୱାଧୀନତା ପରେ ଦ୍ୱିତୀୟ ଭାରତୀୟ ଭାବେ ଅଲିମ୍ପିକ୍ସରେ ଶନିବାର ସ୍ୱର୍ଣ୍ଣ ପଦକ ଜିତିଛନ୍ତି ନୀରଜ ଚୋପ୍ରା। ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସରେ ୮୭.୫୮ ମିଟର ଦୂରତାକୁ ଜାଭେଲିନ ଥ୍ରୋ କରି ଐତିହାସିକ ସ୍ୱର୍ଣ୍ଣ ହାସଲ କରିଛନ୍ତି। ନୀରଜ ଐତିହାସିକ ବିଜୟ ହାସଲ କରିବା ପରେ ନିଜର ସ୍ବର୍ଣ୍ଣ…

କ୍ରୀଡ଼ା ଜଗତର ବିରାଟ କ୍ଷତି, ଆଉ ନାହାନ୍ତି ମହାନ ଧାବକ ମିଲଖା ସିଂହ; ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ଆଉ ନାହାନ୍ତି ଭାରତର ମହାନ ଧାବକ ମିଲଖା ସିଂହ। ଶୁକ୍ରବାର ବିଳମ୍ବିତ ରାତିରେ କରୋନାରେ ତାଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ମିଲଖା ସିଂହଙ୍କ ପରଲୋକରେ ସାରା ଭାରତବର୍ଷରେ ଶୋକର ଛାୟା ଖେଳି ଯାଇଛି। ସେ କରୋନା ସଂକ୍ରମିତ ହୋଇ ମେଡିକାଲରେ ଭର୍ତ୍ତି…

ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ପୁଣିଥରେ ହସ୍ପିଟାଲରେ ଆଡମିଟ୍ ହେଲେ ‘ଫ୍ଲାଇଂ ଶିଖ’ ମିଲଖା ସିଂହ,…

କରୋନା ଭାଇରସକୁ ମାତ୍ ଦେବା ପରେ 'ଫ୍ଲାଇଂ ଶିଖ' ମିଲଖା ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣିଥରେ ବିଗିଡ଼ି ଯାଇଛି। ଗୁରୁବାର ଅପରାହ୍ନରେ ପୁଣିଥରେ ତାଙ୍କୁ ଚଣ୍ଡୀଗଡ଼ର ପିଜିଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଫୋନ ଜରିଆରେ ମିଲଖା ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି…

ମିଲଖା ସିଂହଙ୍କ ସ୍ବାସ୍ଥ୍ଯବସ୍ଥାରେ ଅବନତି, ହସପିଟାଲରେ ହେଲେ ଭର୍ତ୍ତି

କରୋନା ପଜିଟିଭ୍ ହେବା ପରେ ୯୧ ବର୍ଷୀୟ ମିଲଖା ସିଂହ ଚଣ୍ଡିଗଡ଼ସ୍ଥିତ ତାଙ୍କ ବାସଭବନରେ ସେ ହୋମ୍ଆଇସୋଲେସନରେ ରହିଥିଲେ। ଏବେ ତାଙ୍କ ସ୍ବାସ୍ଥ୍ଯବସ୍ଥା ଗୁରୁତର ହୋବରୁ ତାଙ୍କୁ ହସପିଟାଲରେ ଆଡମିଟ୍ କରାଯାଇଛି। ଗତ ୨୦ ତାରିଖରେ ସେ କରୋନା ପଜିଟିଭ୍ ହେବା ପରେ ହୋମ୍ ଆଇସୋଲେସନରେ ଥିଲେ।…

ଧାବକ ମିଲଖା ସିଂହଙ୍କୁ କରୋନା, ଘରେ ହେଲେ ଆଇସୋଲେଟ୍

କରୋନା କବଜାରେ ଫ୍ଲାଇଂ ସ୍ପ୍ରିଣ୍ଟର ଶିଖ୍ ମିଲଖା ସିଂହ । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି ଏବଂ ସେ ଚଣ୍ଡୀଗଡରେ ଥିବା ନିଜ ଘରେ ହୋମ୍ ଆଇସୋଲେସନରେ ଅଛନ୍ତି । ୯୧ ବର୍ଷିୟ ମିଲଖା ସିଂହ କିଛି ଦିନ ପୂର୍ବେ ଲୋକଙ୍କୁ କହିଥିଲେ କି ଲକ୍ଡାଉନରେ ଘରେ ରୁହନ୍ତୁ, ଯାହାକି କରୋନା…