Browsing Tag

minor dead body found

ଗୁପ୍ତ ଧନ ପାଇଁ ନରବଳି ଅଭିଯୋଗ: ନିଖୋଜର ୪ ଦିନ ପରେ ମିଳିଲା ନାବାଳକର ମୃତଦେହ

ଆଠମଲ୍ଲିକ (କେନ୍ୟୁଜ): ଗୁପ୍ତ ଧନ ପାଇଁ ନରବଳି । ମଙ୍ଗଳା ମନ୍ଦିରରେ ଅଧିଆ ପଡ଼ିଥିବା ନାବାଳକକୁ ବଳି ଦିଆଯାଇଥିବା ଅଭିଯୋଗ । ନିଖୋଜର ୪ ଦିନ ପରେ ମୃତଦେହ ଉଦ୍ଧାର ପରେ ସନ୍ଦେହ ବଢିଛି । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ କିଆକଟା ଥାନା ଅଞ୍ଚଳର ଏହି ଘଟଣାକୁ ନେଇ ଚାରିଆଡ଼େ ଚାଞ୍ଚଲ୍ୟ । ଟୁସର ଗାଁର…

ଯାଜପୁର: ନାଳରେ ଭାସୁଛି ନିଖୋଜ ନାବାଳକର ମୃତଦେହ

 ଯାଜପୁର (କେନ୍ଯୁଜ୍): ନାଳରେ ଭାସୁଛି ନାବାଳକର ମୃତଦେହ । ଯାଜପୁର କୋରେଇ ଥାନା ମୁକୁନ୍ଦପୁର ଗାଁ ନିକଟ ନାଳରୁ ନାବାଳକର ମୃତଦେହ ଉଦ୍ଧାର ହୋଇଛି। ମୃତ ନାବାଳକ ଗାଁର ବାସୁଦେବ ଦାସଙ୍କ ୧୨ ବର୍ଷର ପୁଅ ତ୍ରିଲୋଚନ ଓରଫ୍‌ ବୁଲୁ । ଗତକାଲିଠୁ ସେ ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ…

୫ ଦିନ ପରେ ମିଳିଲା ନିଖୋଜ ସ୍ୱାତୀର ମୃତଦେହ, ଦଧିପାଟଣା ଗାଁ ପୋଖରୀରୁ ହେଲା ଠାବ

ନୟାଗଡ଼: ମିଳିଲା ନିଖୋଜ ସ୍ୱାତୀର ମୃତଦେହ। ନୟାଗଡ଼ ଜିଲ୍ଲା ଦଧିପାଟଣା ଗାଁ ପୋଖରୀରୁ ୫ ଦିନ ପରେ ମିଳିଲା ମୃତଦେହ। ଗତ ଶୁକ୍ରବାର ଠାରୁ ନିଖୋଜ ଥିଲା ୩ବର୍ଷର ଝିଅ ସ୍ୱାତୀ। ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା। ପରିବାରଲୋକେ ଏନେଇ ଅଭିଯୋଗ କିରବା ପରେ ଖୋଜାଖୋଜି ଚାଲିଥିଲା।…