Below header
Browsing Tag

minor rape case

ଗଜପତି ଜିଲ୍ଲା ମୋହନା ଓ ଅଡ଼ବା ଅଞ୍ଚଳରେ ଦୁଇ ଦୁଇଟି ଲଜ୍ଜା, ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ପାରଳାଖେମୁଣ୍ଡି (କେ ନ୍ୟୁଜ୍‌) : ଗଜପତି ଜିଲ୍ଲା ମୋହନା ଓ ଅଡବା ଥାନା ଅଂଚଳରେ ଜଣେ ୪ ଓ ଜଣେ ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ହୋଇଥିବା ନେଇ ମୋହନା ଓ ଅଡବା ଥାନାରେ ମାମଲା ଦାୟର ହୋଇଛି। ଅଭିଯୋଗ ଅନୁଯାୟୀ, ଗତକାଲି ସନ୍ଧ୍ୟା ୫ଟା ସମୟରେ ୪ ବର୍ଷର ଶିଶୁ କନ୍ୟାର ପିତା ମାତା ଘରେ ନ ଥିବା…

ଗୁଜରାଟ ଭାବନଗରରେ ୧୨ ବର୍ଷର ନାବାଳିକାକୁ ଦୁଷ୍କର୍ମ: ଘଟଣା ପଛରେ କାହାର ହାତ? ଜାଣିଲେ ଲଜ୍ଜାରେ ନଇଁଯିବ ମୁଣ୍ଡ

ଗୁଜରାଟ : ସମାଜରେ ଦିନକୁ ଦିନ ବଢିବାରେ ଲାଗିଛି ବର୍ବରତା । ନିଜର ସ୍ୱାର୍ଥ ଆଗରେ ସବୁ ସମ୍ପର୍କକୁ ଭୁଲି ଯାଉଛି ମଣିଷ । ଏହା ଭିତରେ ଏମିତି ଏକ ଲଜ୍ଜାଜନକ ଘଟଣା ସମ୍ନାକୁ ଆସିଛି ଯାହାକୁ ଶୁଣିବାପରେ ମଣିଷ ଜାତି ଉପରେ ଧିକାରଭାବ ଆସିବ ନିଶ୍ଚିତ । ଏହି ଘଟଣା ଘଟିଛି ଗୁଜରାଟ ଭାବନଗରରେ ।…

ଛଅ ମାସରେ ଛଅ ଶହ ଲଜ୍ଜା, ମନ୍ତ୍ରୀ ଦେଲେ ସୂଚନା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଗତ ୬ ମାସ ଭିତରେ ରାଜ୍ୟରେ ୬ଶହରୁ ଅଧିକ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ବିଧାନସଭାରେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ଉତ୍ତର ରଖିଛନ୍ତି। ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଗୃହ…