Below header
Browsing Tag

Mirzapur

ହୋଲିରେ ଅଘଟଣ: ବାଇକ୍‌କୁ ଧକ୍କା ଦେଲା ଟ୍ରକ, ୪ ଯୁବକ ମୃତ

ଉତ୍ତରପ୍ରଦେଶର ମିର୍ଜାପୁରରେ ହୋଲିରେ ଭୟଙ୍କର ଦୁର୍ଘଟଣା । ଟ୍ରକ ଏବଂ ବାଇକ ଧକ୍କା ହେବା ଫଳରେ ୪ ଜଣ ଯୁବକଙ୍କର ମୃତ୍ୟୁ ହୋଇଛି । ଜାତୀୟ ରାଜପଥ ୭ରେ ଦେହାତ କୋତଓ୍ଵାଲି ଥାନା ଅଞ୍ଚଳରେ ସମୋଗରା ଗାଁ ନିକଟରେ ହୋଇଥିଲା । ଗୋଟିଏ ବାଇକରେ ୪ ଜଣ ଯୁବକ ଏକାଠି ଯାଉଥିବା ବେଳେ ଟ୍ରକ ଧକ୍କା…

ସାମ୍ନାକୁ ଆସିଲା ‘ମିର୍ଜାପୁର ୩’ର ଫାଷ୍ଟ ପୋଷ୍ଟର, ଜାଣନ୍ତୁ କେବେ ଓ କେଉଁଠି ହେବ ରିଲିଜ୍‌

ୱେବ୍ ସିରିଜ୍ ‘ମିର୍ଜାପୁର ୩’କୁ ପ୍ରଶଂସକମାନେ ବହୁତ ଦିନ ଧରି ଅପେକ୍ଷା କରିଛନ୍ତି । ଏଭଳି ପରିସ୍ଥିତିରେ ଫ୍ୟାନ୍ସଙ୍କ ଅପେକ୍ଷା ଖୁବ୍‌ ଶୀଘ୍ର ଶେଷ ହେବାକୁ ଯାଉଛି । ତେବେ ଫିଲ୍ମର ଫାଷ୍ଟ ଲୁକ୍ ପୋଷ୍ଟର ରିଲିଜ୍ ହୋଇଛି । ଏହି ପୋଷ୍ଟର ଦେଖିବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଏହି ୱେବ୍ ସିରିଜ୍…

ଲୋକପ୍ରିୟ କଳାକାର ଶାହନଓ୍ଵାଜ ପ୍ରଧାନଙ୍କ ପରଲୋକ, ଓଡିଶାରେ ପିଲାଦିନ ବିତାଇବା ପରେ ବଲିଉଡରେ କରିଥିଲେ କାମ

ବଲିଉଡରୁ ଆସିଲା ପୁଣି ଏକ ଦୁଃଖଦ ଖବର । ଚାଲିଗଲେ ଲୋକପ୍ରିୟ ଅଭିନେତା ଶାହନଓ୍ଵାଜ ପ୍ରଧାନ । ମାତ୍ର ୫୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଶହନଓ୍ଵାଜ । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭୂତ ହୋଇଥିଲା। ପରେ ତୁରନ୍ତ ତାଙ୍କ ହସପିଟାଲରେ ଭର୍ତ୍ତି…

ଦୁଷ୍ଟାମି ଯୋଗୁଁ ପିଲାକୁ ବିଲଡିଂରୁ ଓଲଟା ଓହଳାଇ ଦେଲେ ପ୍ରିନ୍ସିପାଲ, ପ୍ରଧାନଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ

ଉତ୍ତର ପ୍ରଦେଶର ମିର୍ଜାପୁରରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଥିରେ ଏକ ଘରୋଇ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଲଜ୍ଜାଜନକ କାର୍ଯ୍ୟ ସାମ୍ନାକୁ ଆସିଛି । ଏଠାରେ ଦୁଷ୍ଟାମି କରିଥିବା ଜଣେ ଦ୍ୱିତୀୟ ଶ୍ରେଣୀର ଛାତ୍ରଙ୍କୁ ଦଣ୍ଡ ଦେଇ ପ୍ରିନ୍ସିପାଲ ବିଲଡିଂ ଛାତରୁ ତାଙ୍କ ପାଦ ଧରି ଓଲଟା…