‘ମିସ୍ ଇଣ୍ଡିଆ ୟୁଏସଏ ୨୦୨୨’ ଟାଇଟଲ ଜିତିଲେ ଭାରତର ଆର୍ଯ୍ୟା ଓ୍ଵାଲଭେକର, କହିଲେ ‘ଅଭିନେତ୍ରୀ ହେବାକୁ ଇଚ୍ଛା’
ଆମେରିକାର ଭର୍ଜିନିଆରେ ରହୁଥିବା ଭାରତୀୟ ମୂଳ ଆର୍ଯ୍ୟା ୱାଲଭେକର ମିସ୍ ଇଣ୍ଡିଆ ୟୁଏସ୍ଏ ୨୦୨୨ ଟାଇଟଲ ଜିତିଛନ୍ତି । ୧୮ ବର୍ଷୀୟ ଆର୍ଯ୍ୟା ନ୍ୟୁଜର୍ସିରେ ଆୟୋଜିତ ବାର୍ଷିକ ପ୍ରତିଯୋଗିତାରେ ‘ମିସ୍ ଇଣ୍ଡିଆ ୟୁଏସ୍ଏ’ ଟାଇଟଲ ନିଜ ନାମରେ କରିଛନ୍ତି ।
ମିସ୍ ଇଣ୍ଡିଆ ୟୁଏସ୍ ୨୦୨୨ ଆର୍ଯ୍ୟା…