Browsing Tag

missing student

ଯାଜପୁର ଛାତ୍ର ନିବାସରୁ ନିଖୋଜ ଛାତ୍ର ଚିରଞ୍ଜୀବଙ୍କ ଏଯାଏ ମିଳୁନି ପତ୍ତା, ବିଭିନ୍ନ ସ୍ଥାନରେ ଚାଲିଛି ତଲାସୀ ଆରମ୍ଭ

ଯାଜପୁର ଟାଉନ(କେନ୍ୟୁଜ): ଗତକାଲି ଠାରୁ ଯାଜପୁରର ସର୍ବ ପୁରାତନ ନରସିଂହ ଚୌଧୁରୀ ମହାବିଦ୍ୟାଳୟର ବି ଏମ୍ ପି ଛାତ୍ର ନିବାସରୁ ନିଖୋଜ ଛାତ୍ର ଚିରଞ୍ଜୀବଙ୍କ ଏଯାଏ ମିଳିନି ପତ୍ତା। ନିଖୋଜ ଛାତ୍ର ଜଣଙ୍କ ହେଲେ ନରସିଂହ ଚୌଧୁରୀ ମହାବିଦ୍ୟାଳୟର +୨ ବାଣିଜ୍ୟ ବିଭାଗର ଛାତ୍ର ଚିରଞ୍ଜୀବ ସାହୁ ।…

ନିଖୋଜ ହୋଇଥିବା ଛାତ୍ରଙ୍କ ମିଳିଲା ପତ୍ତା : ଜେନାପୁର ରେଳ ଷ୍ଟେସନରୁ ଉଦ୍ଧାର କଲା ପୋଲିସ

ଭୁବନେଶ୍ୱର (କେନ୍ୟୁଜ): ମିଳିଲା ନିଖୋଜ ପୁଅର ପତ୍ତା। ୯ ଦିନ ପରେ ପୁଅକୁ ଫେରିପାଇଛନ୍ତି ବାପା ମା। ଯାଜପୁର ଜେନାପୁର ଷ୍ଟେସନ ନିକଟରୁ ଉଦ୍ଧାର କଲା ଭୁବନେଶ୍ୱର ମୈତ୍ରୀବିହାର ପୋଲିସ। ହଜିଲା ପୁଅକୁ ଫେରାଇ ଆଣିବାକୁ ଆକୁଳ ନିବେଦନ କରି ଥାନା ଆଗରେ ଧାରଣାରେ ବସିଥିଲେ। ଏନେଇ ଥାନାରେ ଅପହରଣ…

୧୦ ମାସ ଧରି ନିଖୋଜ ଥିବା ଛାତ୍ରୀଙ୍କ ମିଳିଲା ମୃତଦେହ, ମାଟି ଖୋଳି ଉଦ୍ଧାର କଲା ନୂଆପଡ଼ା ପୋଲିସ୍

ନୂଆପଡ଼ା(କେନ୍ୟୁଜ୍): ୧୦ ମାସ ପରେ ମିଳିଲା ମୃତଦେହ। ମାଟି ଖୋଳି ମୃତଦେହ ଉଦ୍ଧାର କଲା ପୋଲିସ୍। ଘଟଣାରେ ୬ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ୍। ନୂଆପଡ଼ାରେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ମାଟିତଳେ ପୋତିଦେଇଥିଲା ଅଭିଯୁକ୍ତ। ଗତ…

ଯୋବ୍ରା ଆନିକଟ ନିକଟରୁ କଟକ ଖ୍ରୀଷ୍ଟ କଲେଜର ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର

କଟକ(କେନ୍ଯୁଜ୍) : କଟକ ଖ୍ରୀଷ୍ଟ କଲେଜର ନିଖୋଜ ଛାତ୍ରଙ୍କ ଶବ ଉଦ୍ଧାର । ଯୋବ୍ରା ଆନିକଟ ନିକଟରୁ ଉକ୍ତ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଛାତ୍ର ଜଣଙ୍କ ଗତ ମଙ୍ଗଳବାରଠାରୁ ନିଖୋଜ ଥିଲେ। ଗତକାଲି ମଧୁ ସେତୁ ନିକଟରୁ ତାଙ୍କ ବାଇକ୍ ମିଳିଥିଲା । ସେ ଖ୍ରୀଷ୍ଟ କଲେଜର ଯୁକ୍ତ ୨…