ଆଉ କିଛି ଦୂର ନାସାର ମିଶନ ମାର୍ସ, ଆସନ୍ତାକାଲି ମଙ୍ଗଳ ଗ୍ରହରେ ଅବତରଣ କରିବ “ରୋଭର”
ନାସାର ମିଶନ ମାର୍ସ । ନାସାର ପରବର୍ତ୍ତୀ ମାର୍ସ ରୋଭର ଅବତରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି । ଆସନ୍ତାକାଲି ଏହି ରୋଭର ମଙ୍ଗଳ ଗ୍ରହରେ ଅବତରଣ କରିବ । ଶେଷ ୭ ମିନିଟ୍ରେ କଣ ଘଟିବ ତାହାକୁ ନେଇ ବ୍ୟସ୍ତ ନାସା ବୈଜ୍ଞାନିକ ମାନେ । ଏହି ୭ ମିନିଟ୍ ଟେରର ବୋଲି କୁହାଯାଉଛି । କୌଣସି…