Browsing Tag

mla

ଜାଣନ୍ତି କି ପ୍ରଧାନମନ୍ତ୍ରୀ ଏବଂ ସାଂସଦଙ୍କ ଦରମା କେତେ ?

ପୁଣିଥରେ ଦେଶର ଶାସନଭାର ସମ୍ଭାଳିଲେ ନରେନ୍ଦ୍ର ମୋଦି । ୩୦ ମେ’ରେ ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନେଲେ ଶପଥ । ଏହା ସହ ମୋଦିଙ୍କ ମନ୍ତ୍ରିମଣ୍ଡଳର ଅନ୍ୟ ମନ୍ତ୍ରୀ ମାନେ ମଧ୍ୟ ଶପଥ ନେଇଥିଲେ । ଏହି ଶପଥ ସମାରୋହର ଭବ୍ୟ କାର୍ଯ୍ୟକ୍ରମ ଦେଶ ବିଦେଶରୁ ପ୍ରାୟ ୬ହଜାର ନାମୀ ଦାମୀ…

ଆଜି ବିଜେଡି ବିଜୟୀ ସାଂସଦ ପ୍ରାର୍ଥୀଙ୍କ ବୈଠକ, ନବୀନ ନିବାସରେ ସାଂସଦଙ୍କୁ ଭେଟିବେ ବିଜେଡି ସୁପ୍ରିମୋ

ଆଜି ବସୁଛି ବିଜେଡି ବିଜୟୀ ସାଂସଦ ପ୍ରାର୍ଥୀଙ୍କ ବୈଠକ । ଦିନ ୧୦ଟା ୩୦ରେ ନବୀନ ନିବାସରେ ଦଳର ନବ ନିର୍ବାଚିତ ଲୋକସଭା ସାଂସଦଙ୍କୁ ଭେଟିବେ ବିଜେଡି ସୁପ୍ରିମୋ । ଭର୍ତ୍ତୃହରି ମହତାବଙ୍କୁ ଲୋକସଭା ସଂସଦୀୟ ଦଳ ନେତା ନିର୍ବାଚିତ କରାଯାଇପାରେ । ସେହିପରି ପିନାକୀ ମିଶ୍ରଙ୍କୁ ଚିଫ୍‌ ହ୍ଵିପ୍‌…

ମାଓବାଦୀଙ୍କ ବର୍ବରକାଣ୍ଡ, ଆନ୍ଧ୍ରପ୍ରଦେଶର ବିଧାୟକଙ୍କୁ ଗୁଳି କରି ହତ୍ୟା

ମାଲକାନଗିରି (କେନ୍ଯୁଜ୍) : ମାତିଲେ ମାଓବାଦୀ । ମାଲକାନଗିରି ସୀମାନ୍ତରେ ବର୍ବରକାଣ୍ଡ । ଆନ୍ଧ୍ରପ୍ରଦେଶର ଜଣେ ବିଧାୟକଙ୍କୁ ଗୁଳିକରି ହତ୍ୟା କରିଛି ଲାଲବାହିନୀ । ଆନ୍ଧ୍ରପ୍ରଦେଶର ଆରଖୁ ବିଧାନସଭା ନିର୍ବାଚନମଣ୍ଡଳୀ ବିଧାୟକ କିଦାରି ସର୍ବେଶ୍ୱର ରାଓଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ଅନ୍ୟ…

ଆସନ୍ତା ୨୪ ତାରିଖରେ ପ୍ରଦାନ କରାଯିବ ଶ୍ରେଷ୍ଠ ବିଧାୟକ ସମ୍ମାନ

ଭୁବନେଶ୍ବର (କେନ୍ୟୁଜ୍) : ଆସନ୍ତା ୨୪ ତାରିଖ ଦିନ ୧୧ଟା ସମୟରେ ବିଧାନସଭା ପରିସରରେ ସମ୍ବର୍ଦ୍ଧନା ସଭା ଆୟୋଜିତ ହେବ। ୨୦୦୯ରୁ ୨୦୧୬ ଯାଏଁ ୮ ବର୍ଷ ପାଇଁ ଏକକାଳୀନ ୨୪ ଜଣଙ୍କୁ ଶ୍ରେଷ୍ଠ ବିଧାୟକ ସମ୍ମାନରେ ସମ୍ମାନିତ କରାଯିବ । ଏନେଇ ବିଧାନସଭା ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ପାଇଁ…

କାହିଁକି ବିଧାୟକ କହିଲେ “ନିର୍ବାଚନରେ ମାଫିଆଙ୍କୁ କାମରେ ଲଗେଇବି, ଗ୍ୟାଙ୍ଗଷ୍ଟାରଙ୍କୁ ଟେଣ୍ଡର ଦେବି”

ଆଳି (କେନ୍ୟୁଜ୍) : ୨୦୧୯ ନିର୍ବାଚନରେ ମାଫିଆଙ୍କୁ ବ୍ୟବହାର କରିବେ ଆଳି ବିଧାୟକ ଦେବେନ୍ଦ୍ର ଶର୍ମା । ସେ କହିଛନ୍ତି ଗ୍ୟାଙ୍ଗଷ୍ଟରଙ୍କୁ ଟେଣ୍ଡର ଦେବେ। କଂଗ୍ରେସର ଏକ କର୍ମୀ ସମ୍ମିଳନୀରେ ଏପରି କହିଛନ୍ତି ନିଜେ ବିଧାୟକ ଦେବେନ୍ଦ୍ର ଶର୍ମା । ଏହା ସହ ବିଧାୟକ ଆହୁରି ମଧ୍ୟ କହିଛନ୍ତି ଯେ,…