ଦଶହରାରେ ଶ୍ରୀରାମଙ୍କ ଫଟୋ ପୋଷ୍ଟ କରି କଠୋରପନ୍ଥୀଙ୍କ ଶିକାର ହେଲେ ମହମ୍ମଦ ସାମି, ଫ୍ୟାନ୍ସ କଲେ ଟ୍ରୋଲ
ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସାମି ଏବେ କଠୋରପନ୍ଥୀଙ୍କ ଟାର୍ଗେଟକୁ ଆସିଛନ୍ତି। ଟ୍ଵିଟରରେ ଶ୍ରୀ ରାମଙ୍କ ଫଟୋ ପୋଷ୍ଟ କରିବାକୁ ନେଇ ତାଙ୍କୁ ଟାର୍ଗେଟ କରାଯାଇଛି। ମହମ୍ମଦ ସାମି ସୋସିଆଲ ମିଡିଆରେ ଟ୍ଵିଟରରେ ଫ୍ୟାନ୍ସଙ୍କୁ ଶୁଭକାମନା ଦେଇଥିଲେ। ଏହି କାରଣ ଯୋଗୁଁ ସାମି କଠୋରପନ୍ଥୀଙ୍କ…