Browsing Tag

mohana police seized ganja

ଗଜପତି: ପୁରୁଷ ନୁହେଁ ଏବେ ମହିଳା ବି କରୁଛନ୍ତି ଗଞ୍ଜେଇ ଚୋରାଚାଲଣ, ପିକ ଅପ ସହ ଚାରି କୁଇଣ୍ଟାଲ ଗଞ୍ଜେଇ ଜବତ ଓ ୪…

ମୋହନା(କେନ୍ୟୁଜ୍): ପୁଣି ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ କାବୁ କରିବାରେ ସଫଳ ହୋଇଛି ଗଜପତି ଜ଼ିଲ୍ଲା ଅଡବା ପୋଲିସ।  ଆଜି ପେଟ୍ରୋଲିଂ  ବେଳେ ଅଡବା ହାଡୁପଦର ନିକଟ ଛକରୁ ଏକ ପିକଅପ ଭ୍ୟାନ ସହ ୪୧୪ କେଜି ଗଞ୍ଜେଇ ଜବତ ହୋଇଛି l ଗଞ୍ଜେଇ ରାୟଗଡା ଜ଼ିଲ୍ଲା ପଦ୍ମପୁର ଅଞ୍ଚଳରୁ ବ୍ରହ୍ମପୁର…

କୋରାପୁଟ: ପିକଅପ ଭ୍ୟାନରୁ ୭ କ୍ବିଣ୍ଟାଲ ଓଜନର ଗଂଜେଇ ଜବତ କଲା ମାଛକୁଣ୍ଡ ପୋଲିସ

କୋରାପୁଟ: କୋରାପୁଟ ପୋଲିସକୁ ପୁଣି ଥରେ ଆଉ ଏକ ବଡ ସଫଳତା ମିଳିଛି । ମାଛକୁଣ୍ଡ ପୋଲିସ ଦ୍ବାରା ବିପୁଳ ପରିମାଣର ଗଂଜେଇ ଜବତ ହୋଇଛି । ଭୋର ସମୟରେ ଏକ ପିକଅପ ଭ୍ୟାନରେ ବିପୁଳ ପରିମାଣର ଗଂଜେଇ ଚାଲାଣ କରାଯାଉ ଥିବାବେଳେ ମାଟାମପୁଟ ନିକଟରେ ପୋଲିସ ଦ୍ୱାରା ଧରାପଡ଼ିଥିଲେ । ଗାଡି ସହ ପ୍ରାୟ ୭…

ପେଟ୍ରୋଲିଂ ବେଳେ ପିଆଜ ଟ୍ରକ୍‌ରୁ ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ମୋହନା ପୋଲିସ୍, ୨ ଚାଲାଣକାରୀ ଗିରଫ

ମୋହନା: ପିଆଜ ଟ୍ରକ୍‌ରୁ ଗଞ୍ଜେଇ ଜବତ । ପେଟ୍ରୋଲିଂ ବେଳେ ୧୦ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି ମୋହନା ପୋଲିସ । ଜବତ ଗଞ୍ଜେଇର ମୂଲ୍ୟ ୫୦ ଲକ୍ଷ ଟଙ୍କା । ଲୁହଗୁଡି ନିକଟରେ ୧୪ ଚକିଆ ପିଆଜ ବୋଝେଇ ଟ୍ରକ୍‌ରୁ ଗଞ୍ଜେଇ ଜବତ ହୋଇଛି । ୩୮ଟି ପ୍ଳାଷ୍ଟିକ ବ୍ୟାଗ୍‌ରେ ବନାରସ ଚାଲାଣ ହେଉଥିଲା…