ମଶା ଉପଦ୍ରବ ପାଇଁ ସିଏମସି କମିଶନର ଓ ସ୍ବାସ୍ଥ୍ୟ ଅଧିକାରୀଙ୍କ ନାଁରେ ଥାନାରେ ଏତଲା
କଟକ : କଟକରେ ମଶା ଉପଦ୍ରବ ପାଇଁ ସିଏମସି କମିଶନର ଓ ସ୍ବାସ୍ଥ୍ୟ ଅଧିକାରୀଙ୍କ ନାଁରେ ଥାନାରେ ଏତଲା । ମଶା ଉପଦ୍ରବ ମଶା ଉପଦ୍ରବ ନିୟନ୍ତ୍ରଣ କରିବାରେ ସିଏମସିର ବିଫଳତା ଯୋଗୁଁ ବାଦାମବାଡି ଥାନାରେ ଏତଲା ଦେଲେ କଟକ ଜିଲ୍ଲା କଂଗ୍ରେସର ନେତା ଓ କର୍ମୀ । ଅଭିନବ ଉପାୟରେ ବାଦାମବାଡ଼ି ଥାନା…