Below header
Browsing Tag

mother dead

ମେଡିକାଲ୍‌ ନେଲା ବେଳେ ପିଟିଲା ଟ୍ରକ: ଅସୁସ୍ଥ ମା’ ମୃତ, ପୁଅ ଗୁରୁତର

ବୌଦ୍ଧ (କେନ୍ୟୁଜ): ଅସୁସ୍ଥ ମା’କୁ ବାଇକ୍‌ରେ ପୁଅ ମେଡିକାଲ୍‌ ଆଣିଲା ବେଳେ ଦୁର୍ଘଟଣା । ବାଇକ୍‌କୁ ପଛରୁ ଧକ୍କା ଦେଇ ଚମ୍ପଟ ମାରିଲା ଟ୍ରକ ଡ୍ରାଇଭର । ଏଭଳି ଘଟଣା ବୌଦ୍ଧ ଜିଲ୍ଲା କିଆକଟା ମହାନଦୀ ବ୍ରିଜ ଉପରେ ଘଟିଛି । ଫଳରେ ଦୁର୍ଘଟଣାରେ ମା’ ମୃତ ପୁଅ ଗୁରୁତର ଅବସ୍ଥାରେ ମେଡିକାଲରେ…

ପଞ୍ଚାୟତ ଅଫିସକୁ ଭତ୍ତା ପାଇଁ ଯିବା ବେଳେ ଧକ୍କା ଦେଲା ଟ୍ରକ: ମା ମୃତ, ପୁଅ ଗୁରୁତର

ଜଳେଶ୍ବର (କେନ୍ୟୁଜ): ରୂପ୍ସା ଥାନା ଅନ୍ତର୍ଗତ ପାଟପୁର ବଜାର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଟ୍ରକ ଧକ୍କାରେ ମା ମୃତ, ପୁଅ ଗୁରୁତର। ପଞ୍ଚାୟତ ଅଫିସକୁ ସାଇକେଲରେ ଭତ୍ତା ଆଣିବାକୁ ଯାଉଥିବା ବେଳେ ଧକ୍କା ଦେଲା ଟ୍ରକ। ଗୁରୁତର ଅବସ୍ଥାରେ ପୁଅକୁ ଉଦ୍ଧାର କରି ବାଲେଶ୍ବର ହସ୍ପିଟାଲକୁ…

ତିନି ଦିନର ମୃତଦେହ ପାଖରେ ଚାରି ବର୍ଷର ଛୁଆ, ଅତି ହୃଦୟ ବିଦାରକ ଏ ଦୃଶ୍ୟ

ବଲାଙ୍ଗିର (କେନ୍ୟୁଜ୍‌) : ବଲାଙ୍ଗିର ସହର ସାଗର ପଡାରେ ତିନି ଦିନ ତଳୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲ । ତେବେ ମୃତ ଦେହ ପାଖରେ ବସି ରହିଥିଲା ଅବୋଧ ୪ ବର୍ଷର ଶିଶୁ । ଆଜି ସକାଳେ ମୃତ ଦେହରୁ ଗନ୍ଧ ହେବା ପରେ ଘଟଣାଟି ଜଣା ପଡିଥିଲା । ମହିଳାଙ୍କ ନାଁ ହେଉଛି କୁନି ନାଏକ। ତାଙ୍କ…