Below header
Browsing Tag

mothers day special

 ଆଜି ମାତୃ ଦିବସରେ ଦେଖନ୍ତୁ ଗୋଟେ ମାଆ ତାର ପିଲା ପାଇଁ କଣ କରିପାରେ

ଚାନ୍ଦବାଲି (କେନ୍ୟୁଜ) : ମା’-ଦୁନିଆର ସବୁଠୁ ମଧୁର ଓ ସୁନ୍ଦର ଶବ୍ଦ । ଅୟୁତ ବ୍ରହ୍ମାଣ୍ଡ ବିଲୀନ ହୋଇଯାଏ ଏଇ ଶବ୍ଦର ଗଭୀରତାରେ। ମା’କୋଳଠାରୁ ଆରାମଦାୟକ ଓ ନିରାପଦ ସ୍ଥାନ କେଉଁଠାରେ ମିଳିପାରିନାହିଁ । ପୃଥିବୀ ପରି ଉଦାର ଓ ଆକାଶ ଭଳି ବିଶାଳ। ହୃଦୟରେ ସନ୍ତାନ ପାଇଁ ଅମାପ ଭଲ ପାଇବା ଭରି…

ମାତୃ ଦିବସରେ ସବୁଦିନ ପାଇଁ ମା’କୁ ହରାଇଲା ଝିଅ, ସମ୍ପନ୍ନ କଲା ଶେଷକୃତ୍ୟ

ଜୟପୁର: ମାତୃ ଦିବସ ସମସ୍ତଙ୍କ ଜୀବନର ଏକ ସ୍ବତନ୍ତ୍ର ଦିନ । ସେହି ଦିନ ପ୍ରତ୍ୟେକଟି ପିଲା ନିଜ ମା ପାଇଁ କିଛି ନା କିଛି କରିବାକୁ ଚାହିଁଥାଏ । କାହିଁନା ମା ତା ଜୀବନରେ ସବୁ କିଛି ତା ଛୁଆ ପାଇଁ ଉତ୍ସର୍ଗ କରିଦେଇଥାଏ । ଏମିତି କହିଲେ ମା ଆଉ ଛୁଆର ସ୍ନେହ ତ ସାରା ଜୀବନ ପାଇଁ । ହେଲେ ଏହି…

ମା’ର ମମତା, ୭୦ ବର୍ଷ ବୟସରେ ଦୁଇ ଦୁଇଟି ରୋଗିଣା ପୁଅର ବୋଝକୁ ବୋହି ଚାଲିଛନ୍ତି ଶୁଭଲକ୍ଷ୍ମୀ

କେନ୍ୟୁଜ ବ୍ୟୁରୋ : ମାଆର ମମତା ଆଗରେ ସବୁକିଛି ତୁଚ୍ଛ । ପରିଣତ ବୟସରେ ବି ହାର ମାନେନି ସେ । ଏକଥା ପ୍ରମାଣ କରି ଦେଖାଇଛନ୍ତି କୋରାପୁଟ ଜୟପୁରର ଡି ଶୁଭଲକ୍ଷ୍ମୀ । ୭୦ ବର୍ଷ ବୟସରେ ଦୁଇ ଦୁଇଟି ରୋଗିଣା ପୁଅର ବୋଝକୁ ବୋହି ଚାଲିଛନ୍ତି ନିଜ କାନ୍ଧରେ । ପରିଣତ ବୟସରେ ଥକି ନାହାନ୍ତି ସେ ।…