ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏଚଡିଏଫସି ବ୍ୟାଙ୍କ ଓ ଏମଏସଏମଇ ବିଭାଗ ମଧ୍ୟରେ ଏମଓୟୁ, ଜାଣନ୍ତୁ କଣ ରହିବ ସୁବିଧା
କେନ୍ୟୁଜ୍(ବ୍ୟୁରୋ): ଏଚଡିଏଫସି ବ୍ୟାଙ୍କ ଓ ଏମଏସଏମଇ ବିଭାଗ ମଧ୍ୟରେ ଏମଓୟୁ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ଏମଓୟୁ କରାଯାଇଛି । ଏହାଦ୍ୱାରା ଷ୍ଟେକ ହୋଲଡରଙ୍କୁ ସେମାନଙ୍କ ଆବଶ୍ୟକୀୟ ସମାଧାନ ପାଇଁ ସୁଯୋଗ ସୃଷ୍ଟି କରିବ । ଷ୍ଟାର୍ଟ ଅପ୍ ପାଇଁ ସମସ୍ତ ପ୍ରମୁଖ ବ୍ୟବସାୟ ସହାୟତା…