Browsing Tag

movie poster mumbai

ନିଜ ଫିଲ୍ମର ପ୍ରମୋସନ ପାଇଁ ରାସ୍ତାକୁ ଓହ୍ଲାଇଥିଲେ ଆମିର ଖାନ, ୩୧ ବର୍ଷ ପରେ ସାମ୍ନାକୁ ଆସିଲା ଭିଡ଼ିଓ

ବଲିଉଡରେ ମିଷ୍ଟର ପରଫେକ୍ସନିଷ୍ଟ ନାଁ ରେ ଲୋକପ୍ରିୟ ଅବିନେତା ଆମିର ଖାନ ବର୍ତ୍ତମାନ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚାରେ ରହିଥିଲେ ମଧ୍ୟ ବର୍ତ୍ତମାନ ତାଙ୍କ ସହ ପୂର୍ବରୁ ଘଟିଥିବା କିଛି ଘଟଣା ସାମ୍ନାକୁ ଆସିଛି, ଯାହାକୁ ଦେଖି ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଘଟଣାଟି ହେଉଛି 'କୟାମତ ସେ କୟାମତ…