Browsing Tag

MP nusrat jahan

TMC ସାଂସଦ ନୁସରତ ଗର୍ଭବତୀ ଥିବା ଖବର ସତ, ସାମ୍ନାକୁ ଆସିଲା ବେବି ବମ୍ପ ଫଟୋ; ସ୍ୱାମୀ କହିଲେ-ପିଲା ମୋର ନୁହେଁ

ତୃଣମୂଳ କଂଗ୍ରେସର ସାଂସଦ ତଥା ବଙ୍ଗାଳୀ ଅଭିନେତ୍ରୀ ନୁସରତ ଜହାଁ ଗର୍ଭବତୀ ଥିବା ଖବର ସତ। ନୁସରତ ସେୟାର କରିଥିବା ଏକ ଫଟୋରେ ତାଙ୍କ ବେବି ବମ୍ପ ସ୍ପଷ୍ଟ ଦିଶୁଛି। କିଛି ଦିନ ତଳେ ନୁସରତ ଗର୍ଭବତୀ ଥିବା ଖବର ସାମ୍ନାକୁ ଆସିଥିଲା। ମାତ୍ର ଫଟୋ ଆସିବା ପରେ ଖବରଟି ସତ ବୋଲି ପ୍ରମାଣିତ ହୋଇଛି।…

ନିଖିଲଙ୍କ ସହ ସବୁ ସମ୍ପର୍କ କାଟିଲେ ନୁସରତ ଜହାଁ, କହିଲେ- ବିଦେଶୀ ମାଟିରେ ହୋଇଥିବା ବିବାହ ଭାରତରେ ବୈଧ ନୁହେଁ, ତେଣୁ…

ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ତୃଣମୂଳ କଂଗ୍ରେସର ସାଂସଦ ତଥା ବଙ୍ଗାଳୀ ଅଭିନେତ୍ରୀ ନୁସରତ ଜହାଁ ଏବେ ପୁଣି ଖବରର ଶିରୋନାମାକୁ ଆସିଛନ୍ତି। ଏଥରକ ନିଜ ବ୍ୟକ୍ତିଗତ ଜୀବନ ଓ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି ନୁସରତ। କୁହାଯାଉଛି ଯେ ନୁସରତ ସ୍ୱାମୀ ନିଖିଲଙ୍କ ଠାରୁ ଅଲଗା ହୋଇଯାଇଛନ୍ତି।…

ହସପିଟାଲରେ ସାଂସଦ ନୁସରତ ଜାହାଁଙ୍କ ବାପା, ଏବେ କେବଳ କରୋନା ରିପୋର୍ଟକୁ ଅପେକ୍ଷା

ବଙ୍ଗାଳୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସର ଲୋକସଭା ସାଂସଦ ନୁସରତ ଜାହାଁଙ୍କ ପିତା ମୋହମଦ୍ଦ ଶାହଜହାଁଙ୍କୁ ରବିବାରରୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଏହା ସହିତ ନୁସରତଙ୍କ ପିତାଙ୍କ ଠାରେ କରୋନା ଲକ୍ଷଣ ଦେଖାଯାଉଥିବା ଅନେକ ଖବର ସାମ୍ନାକୁ ଆସିଥିଲା ।…