Browsing Tag

mukesh ambani

ଲଞ୍ଚ ହେଲା ଜିଓ ଗ୍ଲାସ, ଏବେ ସ୍ମାର୍ଟ ଚଷମା ପିନ୍ଧି କରନ୍ତୁ ଭିଡିଓ କଲ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୪୩ତମ ଏଜିଏମ (Annual General Meeting) ରେ ରିଲାଏନ୍ସ ଜିଓ 'ଜିଓ ଗ୍ଲାସ୍'ର ଘୋଷଣା କରିଛି । ଜିଓ ଗ୍ଲାସ୍ ହେଉଛି ଏକ ମିକ୍ସଡ ରିୟାଲିଟି ସ୍ମାର୍ଟ ଗ୍ଲାସ୍ ଯାହା ସାହାଯ୍ୟରେ ଭିଡିଓ କଲିଂ କରାଯାଇପାରିବ । ଜିଓ ଗ୍ଲାସରେ ଭର୍ଚୁଆଲ୍ ଆସିଷ୍ଟାଣ୍ଟର ସପୋର୍ଟ ମଧ୍ୟ…

ମୁକେଶ ଅମ୍ବାନୀଙ୍କ ବଡ଼ ଘୋଷଣା, ଜିଓ ଆଉ ଗୁଗଲ ମିଶି ହଟାଇବେ କିପ୍ୟାଡ଼ ଫୋନ ଆଉ ଆଣିବେ ଶସ୍ତା ଆଣ୍ଡ୍ରଏଡ଼ ସ୍ମାର୍ଟଫୋନ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (RIL)ର 43ତମ ଏଜିଏମରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ 2G ମୁକ୍ତ(2G MUKT) ପାଇଁ ଘୋଷଣା କରିଛନ୍ତି ।ଏହି ଘୋଷଣା ଅନୁଯାୟୀ ଜିଓ ଗୁଗୁଲ ସହିତ ଶସ୍ତା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଲଞ୍ଚ କରିବ। ଏହା ଅଧୀନରେ ସମସ୍ତ 2G ଫିଚର ଫୋନ୍…

ରିଲାୟନ୍ସ ଜିଓର ଡାଇରେକ୍ଟର ଭାବେ ଦାୟିତ୍ୱ ଗ୍ରହଣ କଲେ ଅନନ୍ତ ଅମ୍ବାନୀ, ଜାଣନ୍ତୁ ତାଙ୍କ ବିଷୟରେ

ଏସିଆ ତଥା ଦେଶର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ନିଜ ସାନ ପୁଅ ଅନନ୍ତ ଅମ୍ବାନୀଙ୍କୁ ରିଲାୟନ୍ସ ଜିଓରେ ଆଡିସନାଲ ଡାଇରେକ୍ଟର ଭାବେ ନିଯୁକ୍ତ କରିଛନ୍ତି। ଦାଦା ଧୀରୁଭାଇ ଅମ୍ବାନୀଙ୍କ ଜୟନ୍ତୀ ଅବସରରେ ‘ରିଲାୟନ୍ସ ମେରି ଜାନ୍‌’ ନାରା ଦେଇଥିବା ୨୫ ବର୍ଷୀୟ ଅନନ୍ତଙ୍କୁ ଲକ୍‌ଡାଉନ୍‌…

ଏମାନେ ହେଉଛନ୍ତି ବିଶ୍ୱର ଟପ୍‌-୧୦ ଧନୀ, ଜାଣନ୍ତୁ କେତେ ନମ୍ବରରେ ଅଛନ୍ତି ମୁକେଶ ଅମ୍ବାନୀ

କରୋନା ମହାମାରୀ ମଧ୍ୟରେ ସାରା ଦୁନିଆରେ ଲକ୍‌ଡାଉନ୍‌ ଜାରି କରାଯାଇଥିବା ବେଳେ କେତେକ ବଡ଼ ବଡ଼ କମ୍ପାନୀ କିନ୍ତୁ କାମ ବନ୍ଦ କରିନାହାନ୍ତି। ଲୋକଙ୍କ ନିକଟରେ ସେବା ପହଞ୍ଚାଇବା ପାଇଁ ସେମାନେ ଅବିରତ ଚେଷ୍ଟା ଜାରି ରଖିଛନ୍ତି। ବେପାର ଏତେଟା ଭଲ ହୋଇନଥିଲେ ମଧ୍ୟ ଧନୀ ତାଲିକାରେ ସେମାନେ ନିଜକୁ…

ଜିଓ-ଫେସବୁକ ଡିଲ୍ ପରେ ଏସିଆର ସବୁଠୁ ଧନୀ ବ୍ୟକ୍ତି ହେଲେ ମୁକେଶ ଅମ୍ବାନୀ, ଚୀନକୁ ପକାଇଲେ ପଛରେ

ଫେସବୁକ ସହ ସବୁଠୁ ବଡ଼ ଡିଲ କରିବା ପରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ମୁଖ୍ୟ ମୁକେଶ ଅମ୍ବାନୀ ଆଉ ଏକ କୀର୍ତ୍ତିମାନ ନିଜ ନାଁରେ କରିଛନ୍ତି। ଏବେ ମୁକେଶ ଅମ୍ବାନୀ ଚାଇନିଜ ଇ-କମର୍ସ କମ୍ପାନୀ ଅଲିବାବାର ପ୍ରତିଷ୍ଠାତା ଜ୍ୟାକ ମାଙ୍କୁ ପଛରେ ପକାଇ ଏସିଆର ସବୁଠୁ ଧନୀ ବ୍ୟକ୍ତି ହୋଇଯାଇଛନ୍ତି।…

ପ୍ରବଳ କ୍ଷତିରେ ଚାଲୁଥିବା ନେଟ୍‌ଓ୍ଵର୍କ ୧୮କୁ ବିକିବେ ମୁକେଶ ଅମ୍ବାନୀ ?

ଅନୀଲ ଅମ୍ବାନୀଙ୍କ ପରେ ଏବେ କମ୍ପାନୀ ବିକିବେ ମୁକେଶ ଅମ୍ବାନୀ । ଭାରତର ସବୁଠାରୁ ଧନୀ ମିଡିଆ ନେଟ୍‌ଓ୍ଵର୍କ ଭାବେ ଜଣାଶୁଣା ନେଟ୍‌ଓ୍ଵର୍କ ୧୮କୁ ବିକ୍ରି କରିବା ଲାଗି କୁଆଡ଼େ ମୁକେଶ ସଜବାଜ ହେଉଛନ୍ତି । ଏ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି । ଏବେ ହିସାବ କିତାବ ଚାଲିଛି । ଟାଇମ୍‌ସ ଗ୍ରୁପ୍‌…

ଜମ୍ମୁ ଓ କଶ୍ମୀରରେ ପୁଞ୍ଜି ନିବେଶ ପାଇଁ ଫିଟିଛି ବାଟ, ଇଣ୍ଡଷ୍ଟ୍ରି ନିର୍ମାଣ କରିବ ରିଲାଏନ୍ସ

ଜମ୍ମୁ ଓ କଶ୍ମୀର ଉପରୁ ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ପରେ ସେଠାରେ ପୁଞ୍ଜି ନିବେଶ ପାଇଁ ବାଟ ଫିଟିଛି। ଆଗ୍ରହ ପ୍ରକାଶ କରିଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ। ଜମ୍ମୁ ଓ କଶ୍ମୀର, ଲଦାଖର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନକୁ ସାଦର ଗ୍ରହଣ କରିଥିବା ନେଇ କହିଛନ୍ତି…

୨.୬ କୋଟିର ବ୍ୟାଗ୍ ଧରି ବୁଲୁଛନ୍ତି ନୀତା ଅମ୍ବାନୀ, ଏତିକି ଟଙ୍କା ତ ଜଣେ ସାଧାରଣ ବ୍ୟକ୍ତି ପୁରା ଜୀବନରେ ଆୟ କରି…

କୌଣସି ପରିଚୟର ଅଧୀନ ନୁହଁନ୍ତି ନୀତା ଅମ୍ବାନୀ । ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ପତ୍ନୀ ନୀତା । ଦେଶର ବଡ଼ ବିଜନେସ୍ ୱିମେନଙ୍କ ମଧ୍ୟରେ ଆସେ ମୁମ୍ବାଇ ଇଣ୍ଡିଆନ୍ସର ମାଲିକ ନୀତାଙ୍କ ନାଁ । ତେବେ ସାଧାରଣ ଲୋକଙ୍କଠୁ ବେଶ୍ ଅଲଗା ଧନୀ ଲୋକଙ୍କ ଲାଇଫ୍ ଷ୍ଟାଇଲ୍ । ସେମାନଙ୍କର…

ଅନିଲଙ୍କ ପରେ ଏବେ ମୁକେଶ ଅମ୍ବାନୀ, କରଜ ସୁଝିବା ପାଇଁ ବିକ୍ରି କରିବେ ଅନେକ କମ୍ପାନୀର ନିଜର ଅଂଶ

ଦେଶର ସବୁଠାରୁ ଧନୀ ବ୍ଯକ୍ତି ମୁକେଶ ଅମ୍ବାନୀ ବ୍ଯାଙ୍କ ଟଙ୍କା ସୁଝିବା ପାଇଁ ନିଜର କିଛି କମ୍ପାନୀ ବିକିବାକୁ ଯାଉଛନ୍ତି। ଏହି କମ୍ପାନୀ ବିକ୍ରି ମଧ୍ୟରେ ସବୁଠାରୁ ଅଧିକ ଚର୍ଚ୍ଚା ସାଉଦି ଆରବରେ ଥିବା ତେଲ କମ୍ପାନୀ ଏବଂ ଜାପାନ କମ୍ପାନୀ ସହ ଥିବା ଇଥେନ ଫର୍ମକୁ ବିକ୍ରି କରିବା ବିଷୟରେ…

ବିଶ୍ବର ଟପ୍ ୧୦ ଧନୀଙ୍କ ତାଲିକାରେ ମୁକେଶ୍ ଅମ୍ବାନୀ, ଜାଣନ୍ତୁ ରିଲାଏନ୍ସ ମାଲିକଙ୍କ ସମ୍ପତ୍ତି କେତେ ?

ବିଶ୍ବର ୧୦ ସବୁଠାରୁ ଧନୀଙ୍କ ତାଲିକାରେ ସାମିଲ୍ ହେଲେ ମୁକେଶ୍ ଅମ୍ବାନୀ । ମୁକେଶଙ୍କ ନିକଟରେ ଏବେ ଅଛି ୫୪ ଅରବ ଡଲାର୍। ଅର୍ଥାତ୍ ୩.୮୩ ଲକ୍ଷ କୋଟି ଟଙ୍କାର ମାଲିକ ହେଉଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ । ଧନୀଙ୍କ ଏହି ତାଲିକାରେ ଅଷ୍ଟମ ସ୍ଥାନରେ ଅଛନ୍ତି ମୁକେଶ୍ ।…

ଫିଲ୍ମ ଷ୍ଟାଇଲରେ : ବିଚ୍ ରାସ୍ତା ଓ ଟ୍ରାଫିକ୍ ଜାମ୍ ସମୟରେ ମୁକେଶ ଅମ୍ବାନି ଦେଇଥିଲେ ନୀତାଙ୍କୁ ବିବାହ ପ୍ରସ୍ତାବ

ମୁମ୍ବାଇ : ଭାରତର ସବୁଠୁ ଧନୀ ବିଜନେସମ୍ଯାନ ମୁକେଶ ଅମ୍ବାନୀ ପ୍ରାୟତଃ ମିଡ଼ିଆରେ ଚର୍ଚ୍ଚାରେ ରହିଥାନ୍ତି । କେତେବେଳେ ନିଜର ପ୍ରଫେଶନଲ ଲାଇଫ କୁ ନେଇ ତ କେତେବେଳେ ନିଜର ପର୍ସନଲ ଲାଇଫକୁ ନେଇ। ନିକଟରେ ମୁକେଶ ଅମ୍ବାନୀ ବର୍ତ୍ତମାନ ନିଜର ଝିଅ ଈଶାଙ୍କ ବାହାଘରକୁ ନେଇ ଚର୍ଚ୍ଚାରେ ରହିଛନ୍ତି।…