Browsing Tag

municipality

ବଲାଙ୍ଗିର ମ୍ୟୁନିସିପାଲଟି କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ ନେଇ ପୋଲିସ କରୁଛି ତଦନ୍ତ

ବଲାଙ୍ଗିର(କେନ୍ୟୁଜ୍):  କାଲି ନିଖୋଜ ଥିଲେ ଯୁବତୀ, ଆଜି ମିଳିଲା ମୃତଦେହ । ବଲାଙ୍ଗିର ମ୍ୟୁନିସିପାଲଟି କର୍ମଚାରୀ ଅଷ୍ଟାମୀ ବକୁଳଙ୍କ ମୃତଦେହ ଉଦ୍ଧାର । ବିଜାଖମନ ସ୍ଥିତ ୱେଷ୍ଟ ମ୍ୟାନେଜମେଣ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ବଲାଙ୍ଗିର ଟାଉନ୍‌ ଥାନା ପୋଲିସ ଓ…

କାଲି ୧୦୫ଟି ପୌର ଉପାଧ୍ୟକ୍ଷ ପଦ ପାଇଁ ପରୋକ୍ଷ ନିର୍ବାଚନ,ସାଢ଼େ ୧ଟାରୁ ୩ଟା ୩୦ ମଧ୍ୟରେ ଚାଲିବ ଭୋଟ ଗ୍ରହଣ

କେନ୍ୟୁଜ୍(ବ୍ୟୁରେ): ଆସନ୍ତାକାଲି ୧୦୫ଟି ପୌର ଉପାଧ୍ୟକ୍ଷ ପଦ ପାଇଁ ପରୋକ୍ଷ ନିର୍ବାଚନ ହେବ । ସେହିପରି ୭, ୮ ଓ ୯ରେ ୩ଟି ମହାନଗର ନିଗମ ଡେପୁଟୀ ମେୟର ନିର୍ବାଚନ ହେବ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ । ଆସନ୍ତାକାଲି ପୌର ଉପାଧ୍ୟକ୍ଷ ନିର୍ବାଚନ ନେଇ ସକାଳ…

ପଞ୍ଚାୟତ ପରେ ଏବେ ପୌର ନିର୍ବାଚନ: ଆଜି ଘୋଷଣା ହୋଇପାରେ ୩ ଦଳର ଚୂଡାନ୍ତ ପ୍ରାର୍ଥୀ ତାଲିକା ସହ ମେୟର ପ୍ରାର୍ଥୀଙ୍କ…

ଭୁବନେଶ୍ବର(କେନ୍ଯୁଜ୍): ପଞ୍ଚାୟତ ପରେ ଏବେ ପୌର ନିର୍ବାଚନ ଉପରେ ସମସ୍ତଙ୍କ ନଜର। ଚାଲିଛି ନାମାଙ୍କନ ପତ୍ର ଦାଖଲ। ପୌରାଞ୍ଚଳ ଭୋଟ ପାଇଁ ଜମୁଛି ଆଶାୟୀଙ୍କ ଭିଡ । ନେତାଙ୍କ ଘରେ ଜମୁଛି ଗହଳି। ଆଜି ଆସିପାରେ ୩ ଦଳର ଚୂଡାନ୍ତ ପ୍ରାର୍ଥୀ ତାଲିକା। ସହର ହାତେଇବାକୁ ଅଣ୍ଟା ଭିଡିଛନ୍ତି…

ବର୍ଷା ଜଳ ସଂରକ୍ଷଣ ପାଇଁ ରାଉରକେଲା ମହାନଗର ନିଗମର ନିଆରା ପଦକ୍ଷେପ

ରାଉରକେଲା(କେନ୍ଯୁଜ୍): ବର୍ଷା ଜଳ ସଂରକ୍ଷଣ ପାଇଁ ସ୍ୱତନ୍ତ୍ର ଅଭିଯାନ । ଭୂତଳ ଜଳସ୍ତର ବୃଦ୍ଧି ସହିତ ଭବିଷ୍ୟତରେ ଜଳ ସଙ୍କଟ ଦୂର କରିବା ଲାଗି ନିଆରା ପଦକ୍ଷେପ । ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ବା ମୁକ୍ତା ଅଧୀନରେ ଆରମ୍ଭ ହୋଇଛି, ସ୍ୱତନ୍ତ୍ର ଜଳ ଅମଳ ପ୍ରକଳ୍ପ । ରାଉରକେଲାରେ ଥିବା…