Browsing Tag

muslim delivery boy

‘ମୁସଲମାନ ଡେଲିଭରି ବୟ ପଠାଇବ ନାହିଁ’; ସ୍ୱିଗି ଗ୍ରାହକଙ୍କ ଏପରି ମେସେଜ୍‌କୁ ନେଇ ସୋସିଆଲ ମିଡିଆରେ ହଙ୍ଗାମା

ଆଜିକା ସମୟରେ ସବୁକିଛି ଅନଲାଇନ ହେବାରେ ଲାଗିଛି। ଲୋକେ ଘରେ ବସି ଗୋଟିଏ କ୍ଲିକ୍‌ରେ ନିଜର ଅତ୍ୟାବଶ୍ୟକ ଜିନିଷ ପାଇ ପାରୁଛନ୍ତି। ଏହିପରି ଅନଲାଇନ ଫୁଡ୍‌ ଡେଲିଭରି ମଧ୍ୟ ଆମ ଦୈନନ୍ଦିନ ଜୀବନରେ ଯୋଡ଼ି ହୋଇ ଗଲାଣି। କିନ୍ତୁ ଏବେ ନିକଟରେ ହାଇଦ୍ରାବାଦରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି,…

ମୁସଲମାନ ଡେଲିଭରି ବୟ ହାତରୁ ରାସନ ନେଲେନି ପରିବାର, ଜାତି ଚାଲିଯିବ କହି ଫେରାଇ ଦେଲେ

କରୋନା ସ୍ଥିତିରେ ମଧ୍ୟ କିଛି ଲୋକ ନିଜ ଚିନ୍ତାଧାରା ଛାଡ଼ିପାରୁନାହାନ୍ତି। ଏହାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ମୁମ୍ବାଇରେ। ମୁମ୍ବାଇର ମୀରା ରୋଡ଼ରେ ଡେଲିଭରି ଦେବାକୁ ଯାଇଥିବା ବ୍ୟକ୍ତି ମୁସଲମାନ ହୋଇଥିବାରୁ ଗ୍ରାହକ ତାଙ୍କଠାରୁ ରାସନ ସାମଗ୍ରୀ ରଖିନଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ…

ଜୋମାଟୋ ପରେ ସ୍ୱିଗିଠାରୁ ଖାଦ୍ୟ ଗ୍ରହଣ କଲେନି ଗ୍ରାହକ, କାରଣ ଜାଣିଲେ ଆପଣ ବି ହୋଇଯିବେ ତାଜୁବ୍‌

ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଡେଲିଭରି ବୟଙ୍କ ଧର୍ମ ପଚାରି ଖାଦ୍ୟ ଅର୍ଡର ଦେବା ଏବଂ ମୁସଲିମ୍‌ ହୋଇଥିବାରୁ ଖାଦ୍ୟ ନେବାକୁ ମନା କରିବା ମାମଲାରେ ପୋଲିସ ଜଣେ ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମୁସ୍‌ଲିମ୍‌ ଡେଲିଭରି ବୟଙ୍କ ଠାରୁ ଖାଦ୍ୟ ନେବାକୁ ମନା କରିଥିବା…

ମୁସଲିମ୍ ଡେଲିଭରୀ ବୟଠୁ ଖାଦ୍ୟ ନେବାକୁ ମନା କଲେ ହିନ୍ଦୁ ଗ୍ରାହକ, Zomato ଦେଲା ଉଚିତ୍ ଶିକ୍ଷା

ଧର୍ମର ଅଫିମ ଖାଇ ସଂପ୍ରଦାୟର ନିଶାରେ ଚୁର ମଣିଷ । ସଂପ୍ରଦାୟ – ସଂପ୍ରଦାୟ ମଧ୍ୟରେ ଏଠି ସୃଷ୍ଟି ହେଉଛି ଝଡ । କେଉଁଠି ମାରପିଟ୍ ତ କେଉଁଠି ହେଉଛି ଦଙ୍ଗା । ଇଶ୍ବର ବିଶ୍ବାସକୁ ନେଇ କେବଳ ହେଉଛି ବିବାଦ । ଦୁଇ ସମ୍ପ୍ରଦାୟ ମଧ୍ୟରେ ଘୃଣାର ଗଭୀରତା ଏତେ ବଢିଯାଇଛି ଯେ ତାର ଛିଟା ଦେଖିବାକୁ…