Browsing Tag

narasingh mishra

ନିର୍ବାଚନ ଲଢ଼ିବେନି କଂଗ୍ରେସର ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ସାନ ପୁଅ ଲଢ଼ିବେ ନିର୍ବାଚନ !

ଭୁବନେଶ୍ୱର (କେନ୍ୟୁଜ୍‌) : ୨୪ ନିର୍ବାଚନ ଲଢ଼ିବେ କିଛି ଭେଟରାନଙ୍କ ପୁଅ । ବାପାଙ୍କ ସ୍ଥାନରେ ସେମାନେ ମଇଦାନକୁ ଓହ୍ଲାଇବେ । ଏନେଇ ଆରମ୍ଭ ହେଲାଣି ଚର୍ଚ୍ଚା । ଆସନ୍ତା ନିର୍ବାଚନ ଲଢ଼ିବେନି କଂଗ୍ରେସର ଭେଟରାନ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ।  ତାଙ୍କ ବଦଳରେ ସାନ ପୁଅ…

କୋଭିଡ଼ ଡବଲ ଡୋଜ୍ ଟିକା ନେଇ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର

କେନ୍ୟଜୁ(ବ୍ୟୁରୋ):  କରୋନାରେ ଆକ୍ରାନ୍ତ ହୋଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର। ଆଜି ସକାଳେ ସେ ତାଙ୍କ ବଲାଙ୍ଗୀର ସ୍ଥିତ ବାସଭବନରେ  ନିଜର କରୋନା  ଟେଷ୍ଟ କରାଇଥିଲେ । ଟେଷ୍ଟିଂରେ  ତାଙ୍କର ନମୁନା ପଜିଟିଭ ଆସିଥିବା ଜଣାପଡିଛି। କୌଣସି ଲକ୍ଷଣ ନଥିଲେ…

ଏବେ ସ୍ଥିର ରହିଛି ନରସିଂହ ମିଶ୍ରଙ୍କ ସ୍ବାସ୍ଥ୍ୟବସ୍ଥା, ଚାଲିଛି ସମସ୍ତ ପ୍ରକାର ପରୀକ୍ଷା

ଭୁବନେଶ୍ବର: ଏବେ ସ୍ଥିର ରହିଛି ନରସିଂହ ମିଶ୍ରଙ୍କ ସ୍ବାସ୍ଥ୍ୟବସ୍ଥା । କଥା କହୁଛନ୍ତି। କୌଣସି ବିପଦ ନଥିବାବେଳେ, ତଥାପି ତାଙ୍କୁ ଅନୁଧ୍ୟାନ କରିବାକୁ କହିଛନ୍ତି ଡାକ୍ତର । ତେବେ କାହିଁକି ସେ ଦୁର୍ବଳ ହୋଇପଡିଲେ, ସେଥିପାଇଁ ତାଙ୍କୁ ହସ୍ପିଟାଲରେ ରଖାଯାଇଛି। ତାଙ୍କର ସମସ୍ତ ପ୍ରକାର…

ମାମଲାର ବିଧିବଦ୍ଧ ତଦନ୍ତ ହୋଇନାହିଁ, ଚାପରେ ମହାରଥୀ ଇସ୍ତଫା ଦେଇଛନ୍ତି : ନରସିଂହ ମିଶ୍ର

ଭୁବନେଶ୍ବର : ମନ୍ତ୍ରୀ ପଦରୁ ପ୍ରଦୀପ ମହାରଥୀଙ୍କ ଇସ୍ତଫା ପରେ ବିଭିନ୍ନ ଦଳ ପ୍ରତିକ୍ରିୟା ରଖିଛନ୍ତି । ବିରୋଧୀ ଦଳ ନେତା ଓ ପିସିସି ସଭାପତି। ଚାପରେ ମହାରଥୀ ଇସ୍ତଫା ଦେଇଛନ୍ତି ବୋଲି କହିଛତି ନରସିଂହ ମିଶ୍ର । ମାମଲାର ବିଧିବଦ୍ଧ ତଦନ୍ତ ହୋଇନାହିଁ କିମ୍ବା ପୋଲିସ ମଧ୍ୟ କୌଣସି ଭୂମିକା…

କଂଗ୍ରେସର ବିଜେଡି ଲିଙ୍କ୍‌ : ନରସିଂହ ମିଶ୍ରଙ୍କୁ କୃଷ୍ଣ ଶଗରିଆଙ୍କ ଚିଠିକୁ ଧରି ଗୃହରେ ହୋହଲ୍ଲା କଲେ ବିଜେପି ବିଧାୟକ

ଭୁବନେଶ୍ବର : କଂଗ୍ରେସର ବିଜେଡି ଲିଙ୍କ୍‌ ପ୍ରସଙ୍ଗ ନେଇ ବିଧାନସଭା ହୁଲୁସ୍ତୁଲ। ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତାଙ୍କ ମଧ୍ୟରେ ସୁସମ୍ପର୍କ, ଏ ନେଇ କଂଗ୍ରେସର ପୂର୍ବତନ ବିଧାୟକ କୃଷ୍ଣ ଶଗରିଆ ନରସିଂହ ମିଶ୍ରଙ୍କୁ ଚିଠି ଲେଖିଥିଲେ। ବିଜେପି ଏହାକୁ ଗଣ୍ଠି କରି ବିଧାନସଭାରେ ବିଜେଡି ଓ…