ମହାରାଷ୍ଟ୍ର: ଟ୍ରକ୍ ଧକ୍କାରେ ସରକାରୀ ବସ୍ ଚୁର୍ମାର, କଣ୍ଡକ୍ଟରଙ୍କ ସମେତ ୫ ମୃତ, ୪୧ ଆହତ
ମହାରାଷ୍ଟ୍ରର ନାସିକରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ମଙ୍ଗଳବାର ଏଠାରେ ଜିଲ୍ଲାର ମୁମ୍ବାଇ-ଆଗ୍ରା ରାଜପଥରେ ଏକ ଟ୍ରକ ସହ ରାଜ୍ୟ ପରିବହନ ବିଭାଗର ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୧ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୯…