Browsing Tag

naveen patanaik

ବାଜପେୟୀଙ୍କୁ ଭେଟିବା ପାଇଁ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର (କେ ନ୍ୟୁଜ୍) : ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏମ୍ସରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଦେଖିବା ପାଇଁ ନବୀନ ଦିଲ୍ଲୀ ଯିବେ । ଦିଲ୍ଲୀ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ବାଜପେୟୀ ଗୁରୁତର ଥିବାରୁ ଦିଲ୍ଲୀ…

ରଗବୀ ଓ୍ଵାର୍ଲ୍ଡ କପ ଟ୍ରଫି ଉନ୍ମୋଚନ କଲେ ମୁଖ୍ଯମନ୍ତ୍ରୀ : କିସରେ ହେଲା ପ୍ରଦର୍ଶନ

ଭୁବନେଶ୍ୱର : ଭୁବନେଶ୍ୱରରେ ରଗବୀ ଓ୍ଵାର୍ଲ୍ଡ କପ ଟ୍ରଫି । ଭରତକୁ ପ୍ରଥମ ଥର ଭ୍ରମଣରେ ଆସିଥିବା -େଓ୍ଵବ ଏଲ୍ଲିସ୍‌ କପ୍‌ ଟ୍ରଫିକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିଛନ୍ତି । କହିଛନ୍ତି ୨୦୧୯ ଟ୍ରଫି ଟୁର ଉକଣ୍ଠାର ବିଷୟ । ଓଡ଼ିଶା ହେଉଛି ରଗବୀର ଆରମ୍ଭ ସ୍ଥଳି । ରାଜ୍ୟର…

ବିଚ୍ଛିନ୍ନାଞ୍ଚଳକୁ ଫିଟିଲା ବାଟ: ଉଦ୍‌ଘାଟିତ ହେଲା ବହୁ ପ୍ରତୀକ୍ଷିତ ଗୁରୁପ୍ରିୟା ସେତୁ

ମାଲକାନଗିରି :  ବିଚ୍ଛିନ୍ନାଞ୍ଚଳକୁ ଫିଟିଲା ବାଟ । ଉଦ୍‌ଘାଟିତ ହେଲା ମାଲକାନଗିରି ଜିଲ୍ଲାର ବହୁ ପ୍ରତୀକ୍ଷିତ ଗୁରୁପ୍ରିୟା ସେତୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେତୁର ଉଦ୍‌ଘାଟନ କରି ପରିଦର୍ଶନ କରିଛନ୍ତି । ବିଛିନ୍ନାଞ୍ଚଳର ୧୦ଟି ପଞ୍ଚାୟତକୁ ଏହି ସମ୍ପର୍କର ସେତୁ ଯୋଡିଛି ।…

ସବୁଜ ମହାନଦୀ ମିଶନରେ ବୃକ୍ଷରୋପଣ କାର୍ୟ୍ୟକ୍ରମକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବୌଦ୍ଧ୍‌ ଜିଲ୍ଲା ମନମୁଣ୍ଡାର ଦେଉଳିଠାରେ ତେଲ୍‌ନଦୀ କୂଳରେ ଗ୍ରୀନ୍‌ ମହାନଦୀ ମିଶନରେ ବୃକ୍ଷରୋପଣ କାର୍ୟ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ପ୍ରଥମ ଦିନରେ ବୌଦ୍ଧ୍‌ ଜିଲ୍ଲା ପ୍ରଶାସନ ପକ୍ଷରୁ ୫ ହଜାର ଚାରା ଲଗାଯାଇଛି ।ଏହାପରେ ମୁଖ୍ୟମନ୍ତ୍ରୀ…

ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା : ପ୍ରସ୍ତୁତ ରହିବାକୁ ପ୍ରଶାସନିକ ଅଧିକାରୀଙ୍କୁ…

ଭୁବନେଶ୍ବର :  ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ହୋଇଛି । କିଭଳି ବନ୍ୟା ପରିସ୍ଥତିକୁ ମୁକାବିଲା କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବ ସେନେଇ ପ୍ରଶାସନିକ ଅଧିକାରୀ ସତର୍କ ରହିବା ପାଇଁ କୁହାଯାଇଛି । ମହାନଦୀ ଅବବାହିକା…

ନୀତିନଙ୍କୁ ନବୀନଙ୍କ ଚିଠି : ଇସ୍କନ ମନ୍ଦିର ସାମ୍ନାରେ ବନ୍ୟା ଭଳି ସ୍ଥିତି ପ୍ରସଙ୍ଗରେ ଲୋଡିଲେ ହସ୍ତକ୍ଷେପ

ଭୁବନେଶ୍ୱର : ଇସ୍କନ ମନ୍ଦିର ସାମ୍ନାରେ ବନ୍ୟା ଭଳି ସ୍ଥିତି ପ୍ରସଙ୍ଗରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି । ତୁରନ୍ତ ସାଇଡ୍‌ ଡ୍ରେନ ଓ ସର୍ଭିସ ଲେନ୍‌ କରିବାକୁ ଦାବି କରିଛନ୍ତି ନବୀନ ପଟ୍ଟନାୟକ । କହିଛନ୍ତି ସାମାନ୍ୟ ବର୍ଷା ହେଲେ NH-୧୬ରେ ଇସ୍କନ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଟାଟା ସନ୍ସର ଅଧ୍ୟକ୍ଷ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଟାଟା ସନ୍ସର ଅଧ୍ୟକ୍ଷ ନଟରାଜନ୍ ଚନ୍ଦ୍ରଶେଖରନ୍ । ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି ଚନ୍ଦ୍ରଶେଖରନ କହିଛନ୍ତି । ସେହିପରି ଚନ୍ଦ୍ରଶେଖରନ୍ ସୂଚନା ଦେଇଛନ୍ତି, କଳିଙ୍ଗନଗରରେ ଟାଟା ଇସ୍ପାତ ପ୍ରକଳ୍ପର ଉତ୍ପାଦନ କ୍ଷମତା ବୃଦ୍ଧି…

ଆଜି ବିଶ୍ବପ୍ରସିଦ୍ଧ ରଥଯାତ୍ରା ! ଟୁଇଟ୍ ଯୋଗେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଦେଲେ ଶୁଭକାମନା

ଭୁବନେଶ୍ବର : ଆଜି ପବିତ୍ର ରଥ ଯାତ୍ରା। ରତ୍ନ ବେଦୀ ଛାଡ଼ି ଜନ୍ମ ବେଦୀକୁ ଯାତ୍ରା କରିବେ ମହାବାହୁ । ଭକ୍ତଙ୍କୁ ଦର୍ଶନ ଦେବାକୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ସ୍ୱୟଂ ପରଂବ୍ରହ୍ମ। ନବ ଦିନାତ୍ମକ ଯାତ୍ରାରେ ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଥୀରେ ନେଇ ଜନ୍ମବେଦୀକୁ ଯାତ୍ରା କରିବେ ଜଗତର…

ଆସନ୍ତାକାଲିଠୁ ହଜ୍‌ ଯାତ୍ରା : ରାଜ୍ୟର ହଜ୍‌ ଯାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆସନ୍ତାକାଲିଠୁ ହଜ୍‌ ଯାତ୍ରା । ଏହା ପୂର୍ବରୁ ରାଜ୍ୟର ହଜ୍‌ଯାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ଏବର୍ଷ ରାଜ୍ୟରୁ ୭୩୧ଜଣ ହଜ୍‌ଯାତ୍ରାରେ ମକ୍କା ମଦିନା ଯିବେ । ଏମାନଙ୍କ ମଧ୍ୟରେ ୪୩୩ ଜଣ ପୁରୁଷ ଓ ୨୯୮ଜଣ ମହିଳାଅଛନ୍ତି । ହଜ୍‌ ସାରି…

ସୁଷମାଙ୍କ ସମର୍ଥନରେ ନବୀନ: କହିଲେ, ସୋସିଆଲ ମିଡିଆ ଜରିଆରେ ଦେଶର ସେବା କରୁଛନ୍ତି ସୁଷମା

ନୂଆଦିଲ୍ଲୀ : ସୁଷମାଙ୍କ ସମର୍ଥନରେ ନବୀନ । ସୋସିଆଲ୍‌ ମିଡିଆରେ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପ୍ରତି ବଢୁଥିବା ଅସହିଷ୍ଣତାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୃଢ଼ ନିନ୍ଦା କରିଛନ୍ତି । ନବୀନ ଟ୍ଵିଟ୍‌ କରି ଲେଖିଛନ୍ତି, ସୋସିଆଲ ମିଡିଆ ଜରିଆରେ ଦେଶର ସେବା କରୁଛନ୍ତି ସୁଷମା ।…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ଦୌଡ଼ରାଣୀ :ଜାତୀୟ ସିନିୟର ଆଥଲେଟିକ୍ ମିଟରେ ସଫଳତା ପାଇଁ ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ଦୌଡ଼ରାଣୀ । ଜାତୀୟ ସିନିୟର ଆଥଲେଟିକ୍‌ ମିଟ୍‌ ସଫଳତା ପରେ ମୁଖ୍ୟମନ୍ତ୍ରୀ ଭେଟିଛନ୍ତି ଦୂତୀ ଚାନ୍ଦ । ସଫଳତା ନେଇ ଦୂତୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ । ନିକଟରେ ଗୌହାଟୀରେ ଅନୁଷ୍ଠିତ ଆଥଲେଟିକ୍‌ ମିଟ୍‌ର ଶହେ ମିଟରରେ ସ୍ୱର୍ଣ୍ଣ ପଦକ…

ମୋଦିଙ୍କ ପ୍ରସ୍ତାବକୁ ନବୀନଙ୍କ ସମର୍ଥନ: ଏକତ୍ର ନିର୍ବାଚନ ହେଲେ ଦେଶର ବିକାଶ ହେବ

ଭୁବନେଶ୍ବର : ଏକାସଙ୍ଗେ ନିର୍ବାଚନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମର୍ଥନ । ନବୀନ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଅପିଲ୍‌କୁ ଆମେ ସମର୍ଥନ କରୁଛୁ । ଗଣତନ୍ତ୍ରରେ ନିର୍ବାଚନ ଏକ ପ୍ରମୁଖ ବିଷୟ । ବର୍ଷସାରା ନିର୍ବାଚନ ହେଲେ ବିକାଶ…