Below header
Browsing Tag

Navratri fast

ନବରାତ୍ରି ବ୍ରତରେ ଆପଣ ଅଫିସ୍‌ ଯାଉଛନ୍ତି କି? ତା’ ହେଲେ ନିଶ୍ଚୟ ସାଙ୍ଗରେ ନେଇ ଯାଆନ୍ତୁ ଏହି ୩ଟି ଜିନିଷ…ସାରା ଦିନ…

ଶାରଦୀୟ ନବରାତ୍ରି ଆରମ୍ଭ ହୋଇଯାଇଛି। ଅନେକ ଲୋକ ଏହି ସମୟରେ ନବରାତ୍ରି ବ୍ରତ ରଖି ଥାଆନ୍ତି। ଏମିତି ବି ବହୁତ ଲୋକ ଅଛନ୍ତି, ଯେଉଁମାନେ ବ୍ରତ ସମୟରେ ଅଫିସ୍‌ ମଧ୍ୟ ଯାଆନ୍ତି। କିନ୍ତୁ ବ୍ରତ ପାଳନ କରୁଥିଲେ, ଅଫିସ୍‌ରେ ବହୁତ ଥକ୍କାପଣ ଅନୁଭବ ହୋଇଥାଏ। ଦୁର୍ବଳ ଲାଗିଥାଏ। ତେଣୁ ଏଭଳି…

ଟାଇପ୍‌ ୨ ମଧୁମେହ ବ୍ୟକ୍ତି ଏମିତି ରଖିପାରିବେ ନବରାତ୍ରୀ ବ୍ରତ

ଡାଇବେଟିସ୍‌ ପରେ ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। ଡାଇବେଟିସ୍‌ ରୋଗୀଙ୍କୁ କୌଣସି ଓଷାବ୍ରତ ରଖିବା ଏବଂ ମିଠା ଖାଦ୍ୟ ଖାଇବାକୁ ମନା କରାଯାଇଥାଏ। ଠିକ୍‌ ସମୟରେ ଭୋଜନ ନ କଲେ ସମସ୍ୟା ଆହୁରି ବଢ଼ିଯାଏ। ଏମିତିରେ ନବରାତ୍ରୀ ୨୯ ସେପ୍ଟେମ୍ବରରୁ ଆରମ୍ଭ ହେଉଛି। ତେଣୁ ଏଠି ପ୍ରଶ୍ନ…