Below header
Browsing Tag

nayagarh

ହକ୍‌ ମାଗିଲେ ନମିଳିବାରୁ ନୟାଗଡ଼ ଭୂଅର୍ଜନ ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ କଲେ ମହିଳା

ନୟାଗଡ଼(କେନ୍ୟୁଜ୍): ହକ୍‌ ମାଗିଲେ। ନମିଳିବାରୁ ସଂଘବଦ୍ଧ ଆକ୍ରମଣ କଲେ। ନୟାଗଡ଼ ଭୂଅର୍ଜନ ଅଧିକାରୀଙ୍କ ଅଫିସରେ ଏଭଳି ଅଭାବନୀୟ ସ୍ଥିତି ଦେଖାଯାଇଛି। ଖୋର୍ଦ୍ଧା- ବଲାଙ୍ଗିର ରେଳ ପ୍ରକଳ୍ପର ଭୂଅର୍ଜନ ଅଧିକାରୀ ସଞ୍ଜୟ ପଢିଆରୀଙ୍କୁ ସଂଘବଦ୍ଧ ଭାବେ ମହିଳାଙ୍କ ଆକ୍ରମଣ। ରେଳ ପ୍ରକଳ୍ପରେ ଦଶପଲ୍ଲା…

‘ବନ୍ଦଇ ରଘୁନାଥ’ ଗୀତ ଗାଇ ସୋସିଆଲ ମିଡିଆରେ ଭାଇରାଲ ନୟାଗଡ଼ର ଝିଅ ପୂଜା, ପ୍ରତିଭାକୁ ନେଇ ସବୁଆଡୁ ମିଳୁଛି ପ୍ରଶଂସା

ନୟାଗଡ(କେନ୍ୟୁଜ୍): ସୋସିଆଲ ମିଡିଆରେ ଏବେ ପୂଜଙ୍କ ଅଭିନୟକୁ ନେଇ ଚର୍ଚ୍ଚା । ଗାଁ ର ଝିଅ ମାନେ ଲୋକ ଲଜ୍ୟା ଭୟରେ ଘରୁ ବାହାରୁ ନଥିବା ବେଳେ, ନୟାଗଡ ଜିଲା ଢୋଲମରା ଗ୍ରାମର ପୂଜା କିନ୍ତୁ ଅଭିନୟ କରି ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ବିଭିନ୍ନ ପୌରଣିକ ଅନୁଷ୍ଠାନ ଗୁଡିକରେ ସିତା…

ଆଜି ଛେନାପୋଡ ଦିବସ, ମିଠାର ସ୍ରଷ୍ଟା ସୁଦର୍ଶନ ସାହୁଙ୍କ ଜନ୍ମଦିନକୁ ଆଖି ଆଗରେ ରଖି ସୋସିଆଲ୍ ମିଡିଆରେ ବିଶ୍ୱସ୍ତରୀୟ…

ନୟାଗଡ଼ (କେନ୍ୟୁଜ): ଛେନାପୋଡ ପ୍ରତ୍ୟେକ ଓଡିଆଙ୍କର ଭାରି ପସନ୍ଦ। ପୋଡି କି ସେ ମିଠା ଟି ହେଉଥିବାରୁ ପିଲାଠାରୁ ବୁଢା ସମସ୍ତେ ପସନ୍ଦ କରନ୍ତି ଏହି ମିଠାକୁ। ମହାପ୍ରଭୁ ଜଗନ୍ନାଥଙ୍କ ଷାଠିଏ ପଉଟି ଭୋଗ ରୁ ଛେନାପୋଡ ଅନ୍ୟତମ। ବାହୁଡା ଦିନ ଛେନାପୋଡ ମହାପ୍ରଭୁଙ୍କୁ ଅର୍ପଣ କରାଯାଏ। ଓଡିଆ…

ଚାନ୍ଦବାଲିରୁ ଅପହରଣ, ରାଜଧାନୀରେ ହତ୍ୟା..ନୟାଗଡରୁ ମିଳିଲା ମୃତଦେହ

ଭୁବନେଶ୍ବର (କେନ୍ୟୁଜ):  ଚାନ୍ଦବାଲିରୁ ଅପହରଣ । ଭୁବନେଶ୍ୱରରେ ମର୍ଡର । ନୟାଗଡ଼ରୁ ମୃତଦେହ ଉଦ୍ଧାର । ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ ଯୁବକଙ୍କୁ ଅପହରଣ ଓ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ପ୍ରି-ପ୍ଲାନଡ ମର୍ଡର । ମୃତକ ହେଲେ ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ଗୋଡ଼ିପୋଖରୀ…

ନୟାଗଡ ଜିଲ୍ଲା ମୁଖ୍ୟ ହସ୍ପିଟାଲରୁ ନବଜାତ ନିଖୋଜ : ଥାନାର ଦ୍ୱାରସ୍ଥ ହେଲେ ଶିଶୁର ବାପା ଓ ମାଆ

ନୟାଗଡ (କେନ୍ୟୁଜ): ନୟାଗଡ ଜିଲ୍ଲା ମୁଖ୍ୟ ହସ୍ପିଟାଲରୁ ନବଜାତ ଶିଶୁ ପୁତ୍ର ନିଖୋଜ ଘଟଣା। ନିଖୋଜ ଶିଶୁ ପୁତ୍ରକୁ ନପାଇ ଥାନାର ଦ୍ୱାରସ୍ଥ ହେଲେ ଉଭୟ ବାପା ଓ ମାଆ। ଇଟାମାଟି ଥାନା ନୋତର ଗାଁର ରବି ସ୍ୱାଇଁ ଏବଂ ତାଙ୍କ ପତ୍ନୀ ଜଲି ସ୍ୱାଇଁ ନୟାଗଡ ଜିଲା ହସ୍ପିଟାଲକୁ ଆସିଥିଲେ । ତାଙ୍କର ଏକ…

ଘଞ୍ଚ ଜଙ୍ଗଲରେ ମନ ମୋହୁଛନ୍ତି ମୁଣ୍ଡିଆ ହନୁମାନ, ଲୋକଙ୍କୁ କରୁଛନ୍ତି ଆକୃଷ୍ଟ

ନୟାଗଡ଼ (କେନ୍ୟୁଜ): ପାହାଡ ଉପରେ ଦେବଲୋକ । ଘଞ୍ଚ ଜଙ୍ଗଲ ଘେରା ପ୍ରାକୃତିକ ପରିବେଶ ମଧ୍ୟରେ ଏକ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରୁଛି । ଏ ଦୃଶ୍ୟ ହେଉଛି ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ମର୍ଦ୍ଦରାଜପୁର ପାହାଡ଼ ଉପରର । ପାହାଡ଼ ଉପରେ ମୁଣ୍ଡିଆ ହନୁମାନ ହେଉଛନ୍ତି ମୂଳ ଆରାଧ୍ୟ ଠାକୁର ।…

ଛତିଶଗଡ଼ରେ ନୟାଗଡ଼ର ଓଡିଆ RPF ଯବାନ ମୃତ୍ୟୁ ଘଟଣା: ନ୍ୟାୟ ଦାବିରେ ମୃତ ଯବାନଙ୍କ ପରିବାର, କହିଲେ ମାରିଦିଆଯାଇଛି

ନୟାଗଡ଼(କେନ୍ୟୁଜ୍): ନ୍ୟାୟ ଦାବିରେ ମୃତ ଯବାନଙ୍କ ପରିବାର । ତାଙ୍କ ପୁଅକୁ ହତ୍ୟା କରାଯାଇଛି ଓ ଏହା ଆତ୍ମହତ୍ୟା ନୁହେଁ ବୋଲି ଦାବି କରିଛନ୍ତି, ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ହରିପୁର ଗାଁର ଆଲୋକ ସାହୁଙ୍କ ପରିବାର। ଛତିଶଗଡ଼ରେ ରେଳ ସୁରକ୍ଷା କର୍ମଚାରୀ ଭାବେ ଦେଢ ବର୍ଷ ହେବ ଚାକିରି…

ନୟାଗଡ଼: ବନ୍ଧା ହେଲେ ନକଲି ଡାକ୍ତର ଓ ସାମ୍ବାଦିକ, ଆବଶ୍ୟକ କାଗଜପତ୍ର ଦେଇନପାରିବାରୁ ହେଲେ ଗିରଫ

ନୟାଗଡ଼(କେନ୍ୟୁଜ୍): ବନ୍ଧା ହେଲେ ନକଲି ଡାକ୍ତର । ନୟାଗଡ଼ର ଘରୋଇ କ୍ଲିନିକ ଆଦିତ୍ୟ ହସ୍ପିଟାଲର ମାଲିକ ବିଶ୍ୱନାଥ ଘଡେଇ ଗିରଫ । ଯାଞ୍ଚ ସମୟରେ ଆବଶ୍ୟକ କାଗଜପତ୍ର ଦେଇନପାରିବାରୁ ତାଙ୍କୁ ଗିରଫ କରାଯାଇଛି । ବିଶ୍ୱନାଥଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ଏବଂ ସେ ନୟାଗଡ ତଥା ଓଡଗାଁ ଅଞ୍ଚଳରେ…

ନୟାଗଡ଼: କେମିତି ମଲେ ମିଲିରାଣୀ ଓ ତାଙ୍କ କୁନି ପୁଅ, ସୁଇସାଇଡ ନୋଟ କାହାର?

ନୟାଗଡ଼(କେନ୍ୟୁଜ୍):  ଘର ଭିତରୁ ମା' ପୁଅଙ୍କ ମୃତଦେହ ଉଦ୍ଧାର। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ସଙ୍ଖେଇ ଗାଁରେ ଘଟିଛି ଅଭାବନୀୟ ଘଟଣା। ପୁଅକୁ ମାରିବା ପରେ ମାଆ ମିଲିରାଣୀ ସାହୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ସେପଟେ ଘରେ କେହି ସଦସ୍ୟ ନଥିବାରୁ ସେମାନଙ୍କୁ ହତ୍ୟା କରି ଫେରାର…

ଭୋକିଲାଙ୍କ ଅନ୍ନଦାତା ବିଭୂତି, ସ୍ୱଳ୍ପ ରୋଜଗାରର ୫୦ ଭାଗ ଯାଏ ଅସହାୟଙ୍କୁ ଖାଇବା ଦେବାରେ

ପୁରୁଣା ନୟାଗଡ ସହରର ବିଭୂତି ପଟ୍ଟନାୟକ ଓରଫ୍‌ ଚିକୁ। ନିଜର ଏକ ଛୋଟ ଗ୍ୟାସ୍‌ ରିପାୟରିଂ ଦୋକାନରେ ଯାହା ରୋଜଗାର ହୁଏ ସେଥିରେ ଗୁଜୁରାଣ ମେଣ୍ଟାନ୍ତି। କିନ୍ତୁ ମନ ତାଙ୍କର ସବୁବେଳେ ଅସହାୟଙ୍କ ସେବା କରିବାରେ ଥାଏ। ନିଜ ପାଖରେ ଥାଉ କି ନଥାଉ ଅନ୍ୟକୁ ସାହାଯ୍ୟ କରିବାରେ ସେ କେବେ ବି…

ସ୍ପ୍ରିଙ୍ଗ୍‌ ଗାର୍ଲ ପ୍ରିୟା, ମାତ୍ର ୩ ବର୍ଷରୁ ହିଁ ଶରୀରକୁ ମୋଡ଼ିମାଡ଼ି କରିପାରୁଛନ୍ତି କଷ୍ଟସାଧ୍ୟ ଯୋଗାସନ

ପ୍ରିୟା ନାୟକ, ବୟସ ମାତ୍ର ୩ ବର୍ଷ। ଏହି ବୟସରେ ପିଲାମାନେ ସାଙ୍ଗସାଥୀଙ୍କ ସହ ଖେଳି ବୁଲି ସମୟ କାଟୁଥିବା ବେଳେ ପ୍ରିୟା କିନ୍ତୁ ଯୋଗ କରିବାରେ ସିଦ୍ଧହସ୍ତା। ସେ ପିଲାବେଳୁ ଯୋଗ କରି କରି ଶରୀରକୁ ଏକ ସ୍ପ୍ରିଙ୍ଗ୍‌ ଭଳି କରିସାରିଲେଣି। ବିଭିନ୍ନ କଠିନ ଯୋଗକୁ ବି ଅତି ଆରାମରେ…

ଆମେ ଅଛୁ ତୁମ ପାଇଁ, ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରି ବୁଲା ଗାଈ ଓ କୁକୁରଙ୍କୁ ଖାଇବା ଯୋଗାଉଛନ୍ତି ଚାନ୍ଦପୁରର…

ଟାଙ୍ଗୀ(କେନ୍ୟୁଜ୍): ସ୍ବେଚ୍ଛାସେବୀ ଯୁବକଙ୍କ ମହାନୀୟତା। ଲକଡାଉନରେ ବୁଲା ଗାଇ ଓ କୁକୁରଙ୍କୁ ଖାଦ୍ୟ ପ୍ରଦାନ କଲେ ନୟାଗଡ଼ ଚାନ୍ଦପୁରରୁ କିଛି ସ୍ବେଚ୍ଛାସେବୀ ଯୁବକ। ଲକଡାଉନରେ ରାଜ୍ୟର ବୁଲା ଗାଈ ଓ କୁକୁର କିପରି ଖାଦ୍ୟ ଖାଇବେ ସେଥିପାଇଁ ରାଜ୍ୟ ସରକାର ରିଲିଫ ପାଣ୍ଠିରୁ ୬୦ ଲକ୍ଷ ଟଙ୍କା…