ସଲମାନ୍ କହିଲେ ‘ଅପେକ୍ଷା କରିବାକୁ ପଡିବ’, ସେୟାର କଲେ ସୁଟିଂ ସେଟର ଝଲକ
ସୁପରଷ୍ଟାର ସଲମାନ୍ ଖାନ୍ ବର୍ତ୍ତମାନ ତାଙ୍କ ଫିଲ୍ମ "ମାତୃଭୂମି"ର ରିଲିଜକୁ ନେଇ ଖବରରେ ରହିଥିଲେ । ଏହି ଫିଲ୍ମ ୧୭ ଏପ୍ରିଲ୍ ୨୦୨୬ ରେ ରିଲିଜ୍ ହେବାର ଥିଲା । କୌଣସି କାରଣ ବଶତଃ ଫିଲ୍ମ ରିଲିଜ୍ ହୋଇପାରିନାହିଁ । ଏହାରି ମଧ୍ୟରେ ସଲମାନ ଖାନ ତାଙ୍କର ନୂଆ ଫିଲ୍ମ ସମ୍ପର୍କରେ ଘୋଷଣା…