ଅନଲାଇନ ଟ୍ରାଞ୍ଜାକସନ ହେଉନଥିଲେ ବ୍ଯସ୍ତ ହୁଅନ୍ତୁ ନାହିଁ, ସର୍ଭର ଅପଡେସନ କାର୍ଯ୍ଯ ଯୋଗୁଁ ବନ୍ଦ ରହିଛି NEFT ସେବା
ଆପଣ ଯଦି କୌଣସି ଅନଲାଇନ ଟ୍ରାଞ୍ଜାକସନ କରୁଛନ୍ତି, ହେଉନାହିଁ ବ୍ଯସ୍ତ ହୁଅନ୍ତୁ ନାହିଁ। ଗତକାଲି ଠାରୁ ଆଜି ଅପରାହ୍ନ ଯାଏଁ ଅର୍ଥାତ୍ ୧୪ ଘଣ୍ଟା ପର୍ଯ୍ଯନ୍ତ ଏହି ସେବା ବନ୍ଦ ରହିଛି। ନ୍ୟାସନାଲ ଇଲେକ୍ଟ୍ରନିକ ଫଣ୍ଡ ଟ୍ରାନ୍ସଫର ( NEFT) ସେବା ୨୩ ମଇରେ ୧୪ ଘଣ୍ଟା ପାଇଁ ବନ୍ଦ ରହିଛି। ଏହି…