Browsing Tag

nesco

ନେସ୍କୋର ଆକ୍ସନ୍ ଡ୍ରାଇଭ୍, ବକେୟା ବିଲ୍ ପୈଠ ନକରିବାରୁ କଟାଗଲା ବାଲେଶ୍ୱର ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର…

ବାଲେଶ୍ୱର: ନେସ୍କୋର ଆକ୍ସନ୍ ଡ୍ରାଇଭ୍ । ବକେୟା ବିଦ୍ୟୁତ୍ ବିଲ୍ ପୈଠ ନକରିବାରୁ କଟାଗଲା ବିଜୁଳି ସଂଯୋଗ । ବାଲେଶ୍ୱର ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଦ୍ୟୁତ ସେବା ବନ୍ଦ କରାଯାଇଛି । ଫଳରେ ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ…

ସେସୁ ରାସ୍ତାରେ ନେସ୍କୋ, ସେସୁ ଭଳି ବିଲ୍‌ ବକେୟା ରଖିଥିବା ଉପଭୋକ୍ତାଙ୍କ ବିଜୁଳି କାଟ୍‌ କରିବ ନେସ୍କୋ

ବାଲେଶ୍ବର(କେନ୍ୟୁଜ୍): ସେସୁ ରାସ୍ତାରେ ନେସ୍କୋ। ସେସୁ ଭଳି ବିଲ୍‌ ବକେୟା ରଖିଥିବା ଉପଭୋକ୍ତାଙ୍କ ବିଜୁଳି କାଟ୍‌ କରିବ ନେସ୍କୋ। ବାଲେଶ୍ୱର ନେସ୍କୋ କାର୍ଯ୍ୟାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ଉପଭୋକ୍ତାଙ୍କୁ ସୂଚନା ଦିଆଯାଇଛି। ନେସ୍କୋର ୧୮ଲକ୍ଷ ୭୨ହଜାର ଗ୍ରାହକଙ୍କ ମଧ୍ୟରୁ…