ବିକ୍ରି ହୋଇଥିବା ୧୦ ଦିନର ନବଜାତ ଶିଶୁପୁତ୍ର ଉଦ୍ଧାର, ଜିଲ୍ଲା ଶିଶୁ ମଙ୍ଗଳ ସମିତି କଲା ଉଦ୍ଧାର
ସୁବର୍ଣ୍ଣପୁର: ବିକ୍ରି ହୋଇଥିବା ୧୦ ଦିନର ନବଜାତ ଶିଶୁ ପୁତ୍ର ଉଦ୍ଧାର । ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ପୁଆ ଗ୍ରାମରୁ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି । ଜିଲ୍ଲା ଶିଶୁ ମଙ୍ଗଳ ସମିତି ଶିଶୁକୁ ଉଦ୍ଧାର କରିଛି । ଜନ୍ମ ହେବାର ୧୦ ଦିନ ପରେ ଶିଶୁପୁତ୍ରଟିକୁ ବାପା ମା ବିକି…