ହାର୍ଦ୍ଦିକଙ୍କ ନୂଆ ଲୁକକୁ ନେଇ ଏବେ ଚର୍ଚ୍ଚା, ବ୍ଲଣ୍ଡ ହେୟାର ସାଙ୍ଗକୁ ବେକରେ ଟାଟୁ
ଏସିଆ କପ୍ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନୂଆ ଲୁକକୁ ନେଇ ଏବେ ବେଶ୍ ଚର୍ଚ୍ଚା । ଦୁବାଇ ପହଞ୍ଚି ନିଜ ଚୁଟିକୁ କଲର କରିଛନ୍ତି ହାର୍ଦ୍ଦିକ । ନୂଆ ଅନ୍ଦାଜରେ ବେଶ୍ କୁଲ୍ ନଜର ଆସିଛନ୍ତି ହାର୍ଦ୍ଦିକ । ହାର୍ଦ୍ଦିକଙ୍କ ଏପରି ଲୁକକୁ ନେଇ ଫ୍ୟାନ୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ।…