Oppo ଲର୍ଭସଙ୍କ ପାଇଁ ଆସିଲା ଗୁଡ୍ ନ୍ୟୁଜ୍, ଲଞ୍ଚ ହେଲା Oppo Pad 5 ଟାବଲେଟ୍
Oppo ଲର୍ଭସଙ୍କ ପାଇଁ ଆସିଲା ଗୁଡ୍ ନ୍ୟୁଜ୍ । ଲଞ୍ଚ ହେଲା ଏକ ଜବରଦସ୍ତ ଟାବଲେଟ୍ । ଏହାର ଫିଚର୍ସ ବିଷୟରେ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ । ତେବେ ଆସନ୍ତୁ ଜାଣିବା ଏହି ଜବରଦସ୍ତ ଟାବଲେଟର ସମ୍ପୂର୍ଣ୍ଣ ଡିଟେଲ୍ସ ।
Oppo Find X9 ସିରିଜ୍ ସହିତ, କମ୍ପାନୀ Pad 5 ଟାବଲେଟ୍ ମଧ୍ୟ ଲଞ୍ଚ…