Browsing Tag

new vehicle act

VLTD ଓ ପ୍ୟାନିକ୍‌ ବଟନ୍‌ ନଥିଲେ ରାସ୍ତାରେ ଚାଲି ପାରିବନି ଗାଡି, ଆସନ୍ତା ଅକ୍ଟୋବରରୁ ଲାଗୁ ହେଲା ନିୟମ

କଡାକଡି ହେବ ସେଣ୍ଟ୍ରାଲ ମୋଟର ଭେଇକିଲ ରୁଲ । ପରିବହନ ଗାଡିରେ ଲାଗିବ VLTD (ଭେଇକିଲ ଲୋକେସନ ଟ୍ରାକିଂ ସିଷ୍ଟମ୍) ଓ ପ୍ୟାନିକ ବଟନ୍ । ଚାରି ଚାରି ଥର ଡେଡ୍ ଲାଇନ୍ ଘୁଞ୍ଚିବା ପରେ ଭେଇକିଲ୍ ଲୋକେସନ ଟ୍ରାକିଂ ଡିଭାଇସ୍- ଭିଏଲଟିଡି ଓ ପାନିକ ବଟନ୍ ଲଗାଇବାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି…

କମ ସ୍ପିଡରେ ଗାଡି ଚଳାଇଲେ ବି ଜରିମାନା ପଡିବ, ନମାନିଲେ କଟିବ ଚାଲାଣ…..କେଉଁଠି ଜାଣନ୍ତୁ

ଏପର୍ଯ୍ୟନ୍ତ ବାହନ ଚଳାଚଳକୁ ନେଇ ଦେଶରେ ଯେଉଁ ନିୟମ ସବୁ ରହିଛି ତାହା ଆପଣମାନେ ଅବଗତ ଥିବେ । ଚାଳକଙ୍କୁ ଏହି କଥା ଜଣାଅଛି କି ଯାତାୟାତ ନିୟମ ବା ଟ୍ରାଫିକ ରୁଲ୍ସ ହିସାବରେ ନିର୍ଦ୍ଧାରିତ ଗତି ସୀମା ଉପରେ ଯଦି ଆପଣ ସ୍ପିଡରେ ଗାଡି ଚଳାଉଛନ୍ତି ତେବେ ଆପଣଙ୍କ ନାଁରେ ଚାଲାଣ କଟିବ ।…

ଟ୍ରାଫିକ ନିୟମ ଉଲଘଂନକାରୀ ଥରେ ପକାନ୍ତୁ ନଜର, ଆଇପିସି ଅଧୀନକୁ ଆସିବ ଟ୍ରାଫିକ ଅପରାଧ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ (କେନ୍ୟୁଜ୍) : ଟ୍ରାଫିକ ନିୟମ ଉଲଂଘନକାରୀ ସାବଧାନ । ଟ୍ରାଫିକ ନିୟମ ଉଲଂଘନ ଜନିତ ଘଟଣା ଆଇପିସି ଅଧୀନକୁ ଆସିବ । ଟ୍ରାଫିକ ନିୟମ ଉଲଂଘନ କରୁଥିବା ଲୋକଙ୍କ ବିରୋଧରେ ମାମଲା ଚାଲିପାରିବ । ଏମିତି କି ନୂଆ ମୋଟର ଯାନ ଆଇନରେ ମଧ୍ୟ ଉଲଂଘନକାରୀଙ୍କ ବିରୋଧରେ ମାମଲା ହେବ । ଏଭଳି…

ଟ୍ରାଫିକ୍‌ ନିୟମର ପାଳନ କଲେ କମ୍ପାନୀ ବଢ଼ାଇବ ନିଜ କର୍ମଚାରୀଙ୍କ ଦରମା, ଜାଣନ୍ତୁ କଣ ରହିଛି ଯୋଜନା

ନୂଆ ମୋଟର ଯାନ ଆଇନର ଚର୍ଚ୍ଚା ଏବେ ଚାରିଆଡେ। ଗାଡି ଚାଳକ ମାନେ ଏହି ନିୟମକୁ ମାନି ବହୁତ ସଚେତନ ହୋଇଗଲେଣି। ସେହିଭଳି ଅନେକ ଲୋକ ଏହି ନିୟମକୁ ମାନିବାକୁ ବିରତ କରୁଛନ୍ତି ତ ଆଉ କେହି ଏହି ନିୟମକୁ ସମର୍ଥନ କରୁଛନ୍ତି। ଟ୍ରାଫିକର ଏହି ନିୟମକୁ ସମର୍ଥନ କରି ଗୁଜୁରାଟର ଅନେକ କମ୍ପାନୀ ନିଜର…