ଗରୁଡ଼ ପୁରାଣ: ଆର ଜନ୍ମରେ ପୁରୁଷ ହେବେ ନା ମହିଳା, ଏମିତି ନିଷ୍ପତ୍ତି ନିଅନ୍ତି ଭଗବାନ!
ପୂର୍ବ ଓ ପର ଜନ୍ମ ବିଷୟରେ ଜାଣିବାକୁ ଅଧିକାଂଶ ଲୋକଙ୍କ ମନରେ ଉତ୍ସୁକତା ରହିଥାଏ। ଏହାକୁ ଜାଣିବାକୁ ଧର୍ମ ପୁରାଣରେ ବି କେତେକ ଉପାୟ କୁହାଯାଇଛି। ମହାପୁରାଣ ଗରୁଡ଼ ପୁରାଣରେ ମନୁଷ୍ୟର ପ୍ରତ୍ୟେକ କର୍ମର ପରିଣାମ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ଏହା କେବଳ ପାପ-ପୁଣ୍ୟ ନିର୍ଦ୍ଧାରଣ କରେନି…