Browsing Tag

nitin gadakri

କାର୍ଡ ଗୋଟିଏ ସୁବିଧା ଅନେକ, ଏବେ ଆପଣଙ୍କ ପାଇଁ ଅନେକ କାମ କରିବ FASTag

କାର୍ଡ ଗୋଟିଏ କିନ୍ତୁ ସୁବିଧା ଅନେକ । ଏବେ ଗୋଟିଏ କାର୍ଡରେ ଚାଲାଣ ଠାରୁ ଆରମ୍ଭ କରି ପାର୍କିଂ ପର୍ଯ୍ୟନ୍ତ ସବୁକିଛି ପାଇଁ କରିପାରିବେ ପେମେଣ୍ଟ । ଦର୍ଶକବନ୍ଧୁ ଆମେ କହୁଛୁ FASTag କାର୍ଡ ବିଷୟରେ । ଆପଣମାନେ ନିଶ୍ଚୟ ଜାଣିଥିଲେ FASTag ସାଧାରଣତଃ ଟୋଲ୍ ପ୍ଲାଜାରେ ଟୋଲ୍ ଟ୍ୟାକ୍ସ ଦେବା…

ସଡ଼କ ଦୁର୍ଘଟଣା ପୀଡ଼ିତଙ୍କୁ ମିଳିବ ତୁରନ୍ତ ମାଗଣା ଚିକିତ୍ସା, ସାରା ଦେଶରେ ଲାଗୁ ହେଲା ନିୟମ

ଦିନକୁ ଦିନ ବଢ଼ିବାରେ ଲାଗିଛି ସଡ଼କ ଦୁର୍ଘଟଣା । ପ୍ରତିବର୍ଷ ଅନେକ ଲୋକ ଦୁର୍ଘଟଣାର ଶିକାର ହୋଇ ମୃତ୍ୟବରଣ କରୁଛନ୍ତି । ତେବେ ବର୍ତ୍ତମାନ ଏନେଇ ସରକାର ଏକ ବଢିଆ ପଦକ୍ଷେପ ନେଇଛନ୍ତି । ସାରା ଦେଶରେ ପାଳନ ହେଉଛି ଜାତୀୟ ସୁରକ୍ଷା ମାସ । ଏହାରି ମଧ୍ୟରେ ବଡ଼ ଘୋଷଣା କରିଛନ୍ତି ସଡ଼କ ଓ ପରିବହନ…

ରେଭେନ୍ସା ବିଶ୍ବବିଦ୍ୟାଳୟରେ ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜନ୍ମବାର୍ଷିକୀ ଉତ୍ସବରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ନୀତିନ…

ଓଡ଼ିଶାରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ରେଭେନ୍ସା ବିଶ୍ବବିଦ୍ୟାଳୟରେ ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜନ୍ମବାର୍ଷିକୀ ଉପଲକ୍ଷେ ଆୟୋଜିତ ସ୍ମାରକୀ ବକ୍ତୃତା ଓ ଜାତୀୟ ସମ୍ମିଳନୀରେ ଯୋଗ ଦେଇଛନ୍ତି । ଗଡ଼କରୀ ଅଭିଭାଷଣରେ କହିଛନ୍ତି, ପାର୍ଟି ଓ ସିଦ୍ଧାନ୍ତ ମଧ୍ୟରେ ସବୁବେଳେ…

ବର୍ତ୍ତମାନ ସଡ଼କ ଦୁର୍ଘଟଣାରେ ଆହତ ଲୋକଙ୍କୁ ମିଳିବ କ୍ୟାସ୍‌ଲେସ୍‌ ଚିକିତ୍ସା, କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ଦେଲେ…

ବର୍ତ୍ତମାନ ଯଦି କୌଣସି ବ୍ୟକ୍ତି ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୁଅନ୍ତି, ତେବେ ସରକାର ତାଙ୍କ ପାଇଁ ଏକ ଯୋଜନା ଆଣୁଛନ୍ତି । ଯେଉଁଥିରେ ଆହତ ବ୍ୟକ୍ତିଙ୍କ ଚିକିତ୍ସା ବର୍ତ୍ତମାନ କ୍ୟାସ୍‌ଲେସ୍‌ ହେବ । ତେବେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ନିଜେ ସରକାରଙ୍କ ତରଫରୁ ଲୋକସଭାରେ ଏହି ସୂଚନା…

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ରେ ବିଜେପିର ବିଜୟ ସେତୁ ସଂକଳ୍ପ ସମାବେଶ, ଯୋଗଦେଲେ କେନ୍ଦ୍ର ମନ୍ତ୍ରୀ ନୀତିନ…

ବ୍ରହ୍ମଗିରି : ଆଜି ଭାରତୀୟ ଜନତା ପାର୍ଟିର ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଳକ୍ ଅନ୍ତର୍ଗତ ଚାରିଛକ ପଡିଆ ଠାରେ ଏକ ବିଜୟ ସେତୁ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଛି । ଏହି ସମାବେଶରେ ଭାରତ ସରକାରଙ୍କ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଶ୍ରୀ ନୀତିନ ଗଡକରୀ ଯୋଗଦେଇଛନ୍ତି ।  ପ୍ରଧାନମନ୍ତ୍ରୀ…

କାରରେ ୬ଟି ଏୟାରବ୍ୟାଗ୍‌ ରହିବା ବାଧ୍ୟତାମୂଳକ ନୁହେଁ: ନୀତିନ ଗଡକରୀ

କାରରେ ୬ଟି ଏୟାରବ୍ୟାଗକୁ ନେଇ ବଦଳିଲା ସରକାରଙ୍କ ନିଷ୍ପତ୍ତି । କେନ୍ଦ୍ରୀୟ ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ଏହାକୁ ବାଧ୍ୟତାମୂଳକ କରିବେ ନାହିଁ ବୋଲି ଏକ କାର୍ଯ୍ୟକ୍ରମରେ କହିଛନ୍ତି । ନିତୀନ ଗଡକରୀ କହିଛନ୍ତି, ଲୋକମାନେ ବର୍ତ୍ତମାନ ସଚେତନ ହୋଇଯାଇଛନ୍ତି, ସେଥିପାଇଁ ୬ଟି…

ଦେଶରେ ଲଞ୍ଚ ହେଲା ଇଲେକଟ୍ରିକ ଡବଲ ଡେକର ବସ୍‌, ଯାହାର ଲୁକ ରହିଛି ଜବରଦସ୍ତ

ରୋଡରେ ରାଜ କରିବା ପାଇଁ ଆସିଲା ଭାରତର ପ୍ରଥମ ଇଲେକଟ୍ରିକ ଏସି ଡବଲ ଡେକର ବସ୍‌, ଏହାର ଡିଜାଇନ ତଥା ଲୁକ ସମସ୍ତଙ୍କୁ ପସନ୍ଦ ଆସିଥିବାର ଜଣାପଡ଼ିଛି। ସାଧାରଣ ଭାବେ ଆମେ ଏପରି ବସ୍‌ କୁ ଆଉଟ ଅଫ କଣ୍ଟି୍ର ରେ ଦେଖିବାକୁ ପାଇଥାଉ । କିନ୍ତୁ ଏବେ ଭାରତରେ ମଧ୍ୟ ଏହି ବସ୍‌ ଗଡ଼ିବ। ଦେଶରେ ଲଞ୍ଚ…

ଖରାପ ଥିବା ଇଲେକ୍ଟ୍ରିକ ସ୍କୁଟରକୁ ଫେରାଇ ନେବାକୁ କମ୍ପାନୀ ନିର୍ଦ୍ଦେଶ ଦେଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀ, ନଚେତ…

ସଡ଼କ ପରିବହନ ଏବଂ ରାଷ୍ଟ୍ରମାର୍ଗ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀ ଇଲେକ୍ଟ୍ରିକ ସ୍କୁଟରରେ ନିଆଁ ଲାଗିବା ଘଟଣାକୁ ନେଇ ବେଶ୍‌ କ୍ଷୁବ୍ଧ ରହିଛନ୍ତି। ତେଣୁ ନୀତିନ ଗଡକାରୀ କମ୍ପାନୀମାନଙ୍କୁ କୌଣସି ପ୍ରକାର ଦାୟିତ୍ୱହୀନତାକୁ ସ୍ୱୀକାର କରାଯିବନି ବୋଲି କହିଛନ୍ତି। ତେଣୁ ଯେଉଁ କମ୍ପାନୀ…

ରନୱେରୁ ଫେରିଲା ଗଡ଼କରୀଙ୍କ ବିମାନ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ବସିଥିବା ଇଣ୍ଡିଗୋ ବିମାନ ଛାଡ଼ିବା ପାଇଁ ପ୍ରସ୍ତୁତ ଥିଲା। ବିମାନଟି ରନ୍‌ୱେରେ ମଧ୍ୟ ଗଡ଼ିବା ଆରମ୍ଭ କରିଥିଲା। କିନ୍ତୁ ହଠାତ୍‌ ଏଥିରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପାଇଲଟ୍‌ ଏହାର ଉଡ଼ାଣକୁ ରନ୍‌ୱେରୁ ହିଁ ବାତିଲ କରିବାକୁ କହିଥିଲେ। ଫଳରେ ଏକ…