Below header
Browsing Tag

note seized

ଭୁବନେଶ୍ବର: ପାତ୍ରପଡ଼ା ସାଉଥ୍ ସିଟି ହୋଟେଲରୁ ମିଳିଲା ଗଦାଏ ଟଙ୍କା, ବାରଗର୍ଲଙ୍କ ଡ୍ୟାନ୍ସରେ ଏସବୁ ଉଡୁଥିଲା

ଭୁବନେଶ୍ବର(କେନ୍ୟୁଜ୍): ହୋଟେଲ ଭିତରୁ  ଜବତ ହେଲା ବିଡ଼ା ବିଡ଼ା ନୋଟ। ଭୁବନେଶ୍ବର ପାତ୍ରପଡ଼ା ସାଉଥସିଟି ହୋଟେଲରୁ ମିଳିଲା ଗଦାଏ ଟଙ୍କା। ଯେଉଁଠାରେ ବାରଗର୍ଲମାନେ ଡ୍ୟାନ୍ସ କରୁଥିଲେ ସେଠାରେ  ବିଡ଼ା ବିଡ଼ା ୧୦ ଟଙ୍କିଆ ୫୦ ଟଙ୍କିଆ ନୋଟ ଗଦା ହୋଇ ପଡିରହିଥିଲା । ମନୀଷ ହତ୍ୟାକାଣ୍ଡରେ ହୋଟେଲଟି…

ଟଙ୍କା ଚାଲାଣର ନୂଆ ଫଣ୍ଡା, ଗାଡି ଷ୍ଟେପିନରୁ ମିଳିଲା ୨.୩୦କୋଟି

ଲୋକସଭା ନିର୍ବାଚନ ପାଇଁ ପୁରା ଜାଗ୍ରତ ହୋଇ ପଡିଛନ୍ତି ଆୟକର ବିଭାଗ ଓ ନିର୍ବାଚନ କମିଶନ । ଆଉ ପ୍ରତିଟି ନେତା ଓ କର୍ମୀ ମାନଙ୍କ ଗତିବିଧିକୁ ନଜର କରି ନିର୍ବାଚନରେ କଳାଟଙ୍କାର କାରବାରକୁ ରୋକିବାକୁ ପ୍ରୟାସ ଜାରି ରଖିଛନ୍ତି । ହେଲେ ଏତେ କଟକଣା ଥାଇ ମଧ୍ୟ କଳା ଟଙ୍କାର କାରବାର ଏପରି ଢଙ୍ଗରେ…

ପୁରୀ : ସାତପଡ଼ା ଅଞ୍ଚଳରୁ ୧୪ ଲକ୍ଷ ଟଙ୍କା ଧରିଲା ଫ୍ଲାଇଂ ସ୍କ୍ଵାଡ୍‌

ପୁରୀ : ନିର୍ବାଚନ ବେଳେ ବିଡ଼ା ବିଡ଼ା ଟଙ୍କା ଜବତ। ପୁରୀ ଜିଲ୍ଲା ସାତପଡ଼ା ଅଞ୍ଚଳରୁ ୧୪ ଲକ୍ଷ ୬୮ ହଜାର ୫ଶହ ଟଙ୍କା ଧରିଲା ଫ୍ଲାଇଂ ସ୍କ୍ଵାଡ୍‌। ପୁରୀ-ସାତପଡ଼ା ରାସ୍ତାର ଗୋପିନାଥପୁର ଛକ ନିକଟରୁ ଜବତ କରିଛି ଫ୍ଲାଇଂ ସ୍କ୍ଵାଡ୍‌। ଏହି ଘଟଣାରେ ଦୁଇ ଜଣ ବାଇକ୍‌ ଆରୋହୀଙ୍କୁ ଅଟକ ରଖି ପଚରାଉଚରା…