Below header
Browsing Tag

nuapada

ନିର୍ମାଣଧିନ ସେତୁରେ ପିଟିହେଲା ଆମ୍ବୁଲାନ୍ସ; ରୋଗୀ ମୃତ,୩ ଆହତ

ନୂଆପଡା (କେନ୍ୟୁଜ): ନୂଆପଡା ଜିଲ୍ଲା ବୋଡେ଼ନ ଥାନା ଅନ୍ତର୍ଗତ ବିରେସକେଲା ଗାଁ ନିକଟରେ ରୋଗୀଙ୍କୁ ନେଇ ଫେରୁଥିବା ଆମ୍ବୁଲାନ୍ସ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି । ବିଜୁ ଏକ୍ସପ୍ରେସ ୱେ ରାସ୍ତାରେ ନିର୍ମାଣଧୀନ ସେତୁରେ ଆମ୍ବୁଲାନ୍ସ ଗାଡି ପିଟିହୋଇ ଦୁର୍ଘଟଣାଗ୍ରସ୍ତ ଘଟିଛି।ଘଟଣାସ୍ଥଳରେ ଜଣେ…

ଦିବ୍ୟାଙ୍ଗ ଯୁବକ ଆତ୍ମାହୂତି ମାମଲାରେ କାର୍ଯ୍ୟାନୁଷ୍ଠାନ: ନୂଆପଡ଼ା ତହସିଲଦାର ନିଲମ୍ବିତ

ନୂଆପଡା(କେନ୍ୟୁଜ୍): ନୂଆପଡ଼ା ତହସିଲଦାର ନିଲମ୍ବିତ । ଦିବ୍ୟାଙ୍ଗ ଯୁବକ ଆତ୍ମାହୂତି ମାମଲାରେ କାର୍ଯ୍ୟାନୁଷ୍ଠାନ । ନୂଆପଡ଼ା ତହସିଲଦାର ଦେବେନ୍ଦ୍ର ରାଉତ ନିଲମ୍ବିତ । କର୍ତ୍ତବ୍ୟରେ ଅବହେଳା ପାଇଁ ତାଙ୍କୁ ସରକାର ଚାକିରିରୁ ନିଲମ୍ବନ କରିଛନ୍ତି । ଏହି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ…

ଗାଧୋଇବା ବେଳେ ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳକଙ୍କ ଜୀବନ

ନୂଆପଡା (କେନ୍ୟୁଜ): ପୋଖରୀରେ ବୁଡ଼ି ୨ ନାବାଳକଙ୍କ ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଚୌରା ଗାଁରେ। ଗାଧୋଇବା ବେଳେ ଉଭୟ ପୋଖରୀରେ ବୁଡ଼ି ଯାଇଥିଲେ। ସ୍ଥାନୀୟଲୋକେ ଉଭୟଙ୍କୁ ଉଦ୍ଧାର କରି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।ହେଲେ ଡାକ୍ତର ସେଠାରେ…

ରାଜ୍ୟରେ ପ୍ରଥମ ଘଟଣା: ଡ୍ରୋନ୍‌ ବାଣ୍ଟିଲା ସରକାରୀ ଭତ୍ତା

ନୂଆପଡା(କେନ୍ୟୁଜ୍): ଡ୍ରୋନ୍‌ ଦ୍ୱାରା ହିତାଧିକାରୀଙ୍କ ପାଖରେ ପହଞ୍ଚିଲା ସରକାରୀ ଭତ୍ତା । ନୂଆପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି ଏହି ଘଟଣା ଯାହା ରାଜ୍ୟରେ ପ୍ରଥମ । ଜିଲ୍ଲାର ସୀମାନ୍ତ ଅଞ୍ଚଳ ଏବଂ ଜଙ୍ଗଲ ଭିତରେ ଥିବା ଏକ ଗାଁରେ ଜଣେ ଦିବ୍ୟାଙ୍ଗଙ୍କ ପାଖରେ ଡ୍ରୋନ୍‌ ସାହାଯ୍ୟରେ ଭତ୍ତା…

ବାଇକକୁ ପିଟିଲା ଟ୍ରକ୍ : ବାପ ଓ ପୁଅ ମୃତ

ନୂଆପଡ଼ା (କେନ୍ୟୁଜ): ନୂଆପଡ଼ା ଜିଲ୍ଲା ଲଖନା ଥାନା କୁସଦହନା ସ୍ଥିତ ବିଜୁ ଏକ୍ସପ୍ରେସ ୱେଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ବାଇକକୁ ପିଟିଛି ଟ୍ରକ୍।ଫଳରେ ଘଟଣା ସ୍ଥଳରେ ବାଇକ ଆରୋହୀ ବାପା ଓ଼ ପୁଅଙ୍କ ମୃତ୍ୟୁ ଘଟିଛି l ମୃତ ହେଲେ କୋମନା ବ୍ଲକ ମିଛାପାଲି ଗାଁର ବାପା କମଳ…

୨୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଦୁଇ ବନ କର୍ମଚାରୀଙ୍କୁ ମାଡିବସିଲା ଭିଜିଲାନ୍ସ

ନୂଆପଡା(କେନ୍ୟୁଜ୍):  ଭିଜିଲାନସ ଜାଲରେ ଦୁଇଜଣ ବନ ବିଭାଗ କର୍ମଚାରୀ। ୨୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି। ଗିରଫ ଦୁଇ ବନ କର୍ମଚାରୀ ହେଲେ ସିନାପାଲି ବନ ବିଭାଗ ରେଞ୍ଜ ଅନ୍ତର୍ଗତ ଲିଆଡ ବିଟ୍ ହାଉସର ଫରେଷ୍ଟର ପୂର୍ଣ୍ଣ ଚନ୍ଦ୍ର ନାଏକ ଓ ମହିଳା ଫରେଷ୍ଟ…

ଭିଜିଲାନ୍ସ ଜାଲରେ ସହକାରୀ ପ୍ରାଣୀ ଚିକିତ୍ସକ: ୨ ମାସର ଭଡା ଗାଡି ବିଲ୍‌ କରାଇ ଦେବାକୁ ନେଉଥିଲେ ଲାଞ୍ଚ

କଟକ/ନୂଆପଡ଼ା(କେନ୍ୟୁଜ୍):   ଭିଜିଲାନ୍ସ ଜାଲରେ ସହକାରୀ ପ୍ରାଣୀ ଚିକିତ୍ସକ । ନୂଆପଡା ଜିଲ୍ଲା ସିନାପାଲି ପ୍ରାଣୀ ଚିକିତ୍ସାଳୟରେ କାର୍ଯ୍ୟରତ ସହକାରୀ ପ୍ରାଣୀ ଚିକିତ୍ସକ ବିଭୁପ୍ରସାଦ ଧଳଙ୍କୁ ଧରିଛି ଭିଜିଲାନ୍ସ । ଦୁଇ ମାସର ଭଡା ଗାଡି ବିଲ୍‌ କରାଇ ଦେବାକୁ ନେଉଥିଲେ ଏହି ଲାଞ୍ଚ । ରେଡ୍‌…

ଗାଁରେ ବାଘ ଆତଙ୍କ: ଗୁହାଳରୁ ବଳଦକୁ ଟାଣି ନେଇ ଖାଇଲା

ନୂଆପଡ଼ା (କେନ୍ୟୁଜ): ନୂଆପଡ଼ା ଜିଲ୍ଲା ସଦର ବ୍ଲକ କେନ୍ଦୁବାହରା ଗ୍ରାମ ପଞ୍ଚାୟତର ଜାମୁସାଲେଭଟା ଗାଁରେ ବାଘ ଆତଙ୍କ । ଜାମୁସାଲେଭଟା ଗାଁର ଦେଓସିଂ ମାଝିଙ୍କ ଗୁହାଳରେ ବାଘ ପଶି ଗୋଟିଏ ବଳଦକୁ ମାରିଖାଇ ଦେଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ବନବିଭାଗ ବନ ବିଭାଗ କର୍ମଚାରୀ ଘଟଣାର ତଦନ୍ତ…

ହତ୍ୟା ଘଟଣାରେ ବାପ ପୁଅଙ୍କୁ ଆଜୀବନ କାରାଦଣ୍ଡ, ସଜା ଶୁଣାଇଲେ ନୂଆପଡ଼ା ଦୌରାଜଜ୍

ନୂଆପଡ଼ା(କେନ୍ୟୁଜ୍): ନୂଆପଡ଼ା ଜିଲ୍ଲା ଦୌରାଜଜ୍ ଆଜି ଏକ ହତ୍ୟା ମାମଲାର ଶୁଣାଣୀ କରି ବାପ ପୁଅଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଗତ ୧୬.୦୧.୨୧ରେ ସିନାପାଲି ଥାନା ଅନ୍ତର୍ଗତ ଗମ୍ଭାରୀଗୁଡା ଗାଁର ନନ୍ଦ ଖର୍ସେଲଙ୍କୁ ସେହିଗାଁର ବାପା ବୈଭସୁତ ଖର୍ସେଲ ଓ ପୁଅ ଅରକ୍ଷିତ ଖର୍ସେଲ…

ନୂଆପଡ଼ା ଅଲେଖ ମହିମା ମଠରେ ପାଳିତ ହୋଇଛି ନୂଆଖାଇ ପର୍ବ

ପଶ୍ଚିମ ଓଡିଶାର କୃଷିଭିତିକ ଗଣପର୍ବ ହେଉଛି ନୂଆଖାଇ । ଏହି ନୂଆଖାଇ ପର୍ବକୁ ପଶ୍ଚିମ ଓଡିଶାର ଲୋକମାନେ ବିଭିନ୍ନ ଢଙ୍ଗରେ ପାଳନ କରିଥାନ୍ତି । ସାଧାରଣତଃ ପଶ୍ଚିମ ଓଡିଶାବାସୀ ଭାଦ୍ରବ ମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ନୂଆଖାଇ ପାଳନ କରିଥାନ୍ତି। । ହେଲେ ଗହ୍ମାପୂର୍ଣ୍ଣିମା ଉପଲକ୍ଷେ ନୂଆପଡା…

ସାରା ରାଜ୍ୟରେ ଲାଗି ରହିଛି ବର୍ଷା : ନୂଆପଡ଼ାରେ ଭୁଶୁଡ଼ିଲା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ନୂଆପଡ଼ା (କେନ୍ୟୁଜ):  ଲଗାଣ ବର୍ଷାରେ ଧୋଇଗଲା ବ୍ରିଜ୍‌ । ଲଗାଣ ବର୍ଷାରେ ନୂଆପଡ଼ା ଜିଲ୍ଲା ସାରାବଙ୍ଗ ବ୍ରିଜ୍‌ ଭୁଶୁଡି ପଡିଛି । ଫଳରେ ନୂଆପଡ଼ା-ଅମାନାରା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଦୀର୍ଘଦିନ ହେବ ଏହି ବ୍ରିଜ୍‌ ମରାମତି ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଥିଲା । ଚଳିତ…

ଜୀବନର ମଝି ସମୟରେ ଦିବ୍ୟାଙ୍ଗ ସାଜି ବିଛଣାରେ ୩ବଢିଲା ଝିଅ, କଣ କରିବେ ବାପା ମାଆ ଚିନ୍ତାରେ

ପରିବାରରେ ଝିଅ ଥିଲେ ବାପା ମାଆଙ୍କର ପ୍ରଥମ ଚିନ୍ତା, ବଢିଲା ଝିଅ କେମିତି କୂଳରେ ଲାଗିବେ । ଆଉ ଶୀଘ୍ର ସେମାନେ ନିଜ ଘରକୁ ଯାଇ ସଂସାର ଗଢିବେ । ସେଥିପାଇଁତ ଲାଗିପଡନ୍ତି ଭଲ ବରପାତ୍ର ଖୋଜିବାରେ । ହେଲେ ଏଠି ବରପାତ୍ର କଣ ଖୋଜିବେ ତିନି ତିନିଟି ଝିଅଙ୍କୁ କେମିତି ରୋଗମୁକ୍ତ କରିବେ ଆଉ ଭଲ…