ଗାଁରେ ବାଘ ଆତଙ୍କ: ଗୁହାଳରୁ ବଳଦକୁ ଟାଣି ନେଇ ଖାଇଲା

ନୂଆପଡ଼ା (କେନ୍ୟୁଜ): ନୂଆପଡ଼ା ଜିଲ୍ଲା ସଦର ବ୍ଲକ କେନ୍ଦୁବାହରା ଗ୍ରାମ ପଞ୍ଚାୟତର ଜାମୁସାଲେଭଟା ଗାଁରେ ବାଘ ଆତଙ୍କ । ଜାମୁସାଲେଭଟା ଗାଁର ଦେଓସିଂ ମାଝିଙ୍କ ଗୁହାଳରେ ବାଘ ପଶି ଗୋଟିଏ ବଳଦକୁ ମାରିଖାଇ ଦେଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ବନବିଭାଗ ବନ ବିଭାଗ କର୍ମଚାରୀ ଘଟଣାର ତଦନ୍ତ ଆରମ୍ଭ କରିଛି ।